ETV Bharat / state

Panchayat Poll: ସମିତି ସଭ୍ୟ ପ୍ରାର୍ଥୀ ଷଣ୍ଢନନାଙ୍କ ଜୋରଦାର ପ୍ରଚାର, ଚାଷକୁ ଦେବେ ଗୁରୁତ୍ବ - ପଞ୍ଚାୟତ ନିର୍ବାଚନ ୨୦୨୨

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି(ରବିବାର) ସଂନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର କପାଳେଶ୍ୱର ପଞ୍ଚାୟତରେ ଆସନ୍ତା ୨୨ରେ ନିର୍ବାଚନ ଅନୁଷ୍ଠିତ ହେବ । ଏଠାରୁ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି ପ୍ରତାପ ନାରାୟଣ ମହାପାତ୍ର । ଶେଷଦିନରେ କଲେ ଜୋରଦାର ପ୍ରଚାର । ଅଧିକ ପଢନ୍ତୁ

Panchayat Poll: ସମିତି ସଭ୍ୟ ପ୍ରାର୍ଥୀ ଷଣ୍ଢନନାଙ୍କ ଜୋରଦାର ପ୍ରଚାର ,ଚାଷକୁ ଦେବେ ଗୁରୁତ୍ବ

author img

By

Published : Feb 20, 2022, 8:33 PM IST

କେନ୍ଦ୍ରାପଡା : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି(ରବିବାର) ସଂନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର କପାଳେଶ୍ୱର ପଞ୍ଚାୟତରେ ଆସନ୍ତା ୨୨ରେ ନିର୍ବାଚନ ଅନୁଷ୍ଠିତ ହେବ । ଏଠାରୁ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି ପ୍ରତାପ ନାରାୟଣ ମହାପାତ୍ର ଓରଫ ଷଣ୍ଢନନା ।

Panchayat Poll: ସମିତି ସଭ୍ୟ ପ୍ରାର୍ଥୀ ଷଣ୍ଢନନାଙ୍କ ଜୋରଦାର ପ୍ରଚାର ,ଚାଷକୁ ଦେବେ ଗୁରୁତ୍ବ

ଏହାବି ପଢନ୍ତୁ : ସାମ୍ବାଦିକଙ୍କୁ ମାଡ଼ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

ସେ ବିଜୟୀ ହେଲେ ଚାଷୀଙ୍କ ସମସ୍ୟା ଦୂର କରିବା ସହିତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଲୋକଙ୍କୁ ଯୋଜନାରେ ଅନ୍ତଭୁକ୍ତ କରିବେ । ଏହି ପଞ୍ଚାୟତରେ ୬ ହଜାରରୁ ଅଧିକ ଭୋଟର ରହିଛନ୍ତି । ଏ ଅଞ୍ଚଳରେ ବିସିବିଲ ପାଟ ରହିଥିବାରୁ ଅସରାଏ ବର୍ଷା ହେଲେ ଚାଷ ଜମିରେ ପାଣି ଲହଡି ଭାଙ୍ଗେ । ଅଞ୍ଚଳର ବିଭିନ୍ନ ସମସ୍ୟାକୁ ମୁର୍ଦ୍ଦା କରି ସେ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ଏନେଇ ପ୍ରତାପ ନାରାୟଣ ମହାପାତ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡା ସମ୍ବାଦଦାତା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.