ETV Bharat / state

ଥଇଥାନ ବିନା ବେଆଇନ ଉଠାଦୋକାନୀଙ୍କୁ ହଟାଉଛି ପ୍ରଶାସନ - ପଟ୍ଟାମୁଣ୍ଡାଇ ଟ୍ରାଫିକ ସମସ୍ୟା

ଟ୍ରାଫିକ ସମସ୍ୟା ପାଇଁ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧୀନରେ ଥିବା ବେଆଇନ ଉଠାଦୋକାନୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହଟାଇଛି ପ୍ରଶାସନ । ଭେଣ୍ଡିଂ ଜୋନ୍ ମାଧ୍ୟମରେ ଉଠାଦୋକାନୀ ମାନଙ୍କୁ ଦୋକାନ ଗୃହ ଯୋଗାଇ ଦିଆଯିବ ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 27, 2019, 3:21 AM IST

କେନ୍ଦ୍ରାପଡା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧୀନରେ ଥିବା ବେଆଇନ ଉଠା ଦୋକାନୀଙ୍କୁ ହଟାଇଛି ପ୍ରଶାସନ । ଦୀର୍ଘ ଦିନର ଟ୍ରାଫିକ ସମସ୍ୟା ପାଇଁ ଏହି ଉଠା ଦୋକାନୀ ମାନଙ୍କୁ ମୁଖ୍ୟତଃ ଦାୟୀ କରାଯାଉଥିବା ବେଳେ ଥଇଥାନ ବିନା ଏଭଳି ଉଠାଇବାକୁ ନେଇ ଅସନ୍ତୋଷ ଜାହିର କରିଛି ପଟ୍ଟାମୁଣ୍ଡାଇ ଉଠାଦୋକାନୀ ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଶୁକ୍ରବାର ଅପରାହ୍ଣରେ ପଟ୍ଟାମୁଣ୍ଡାଇ ତହସିଲଦାର, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଥାନାଧିକାରୀଙ୍କ ଉପସ୍ଥିତିରେ ଏହି ବେଆଇନ ଉଠାଦୋକାନ ଗୁଡିକୁ ହଟାଯାଇଛି । ବେଆଇନ ଉଠା ବ୍ୟବସାୟୀଙ୍କୁ ଉଠାଇବା ବେଳେ ଉତ୍ତେଜନା ଦେଖାଯିବାରୁ ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।

ଉଠାଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ୍ ମାଧ୍ୟମରେ ଦୋକାନ ଗୃହ ଯୋଗାଇ ଦିଆଯିବ ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶୃତି ଦେଇଛନ୍ତି । ତେବେ ଏହି ଜବରଦଖଲ ଉଚ୍ଛେଦ ପରେ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଜନସାଧାରଣ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:26.07.2019
Radhakanta Mohanty, Kendrapada
Slug-od_kpr_03_eviction_script_7204459
Anchor-କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧୀନରେ ଥିବା ବେଆଇନ ଉଠା ଦୋକାନୀଙ୍କୁ ହଟାଇଛି ପ୍ରଶାସନ।ଦୀର୍ଘଦିନର ଟ୍ରାଫିକ ସମସ୍ୟା ପାଇଁ ଏହି ଉଠା ଦୋକାନୀ ମାନଙ୍କୁ ମୁଖ୍ୟତଃ ଦାୟୀ କରାଯାଉଥିବା ବେଳେ ଥଇଥାନ ବିନା ଏଭଳି ଉଠାଇବାକୁ ନେଇ ଅସନ୍ତୋଷ ଜାହିର କରିଛି ପଟ୍ଟାମୁଣ୍ଡାଇ ଉଠାଦୋକାନୀ ସଂଘ।ଶୁକ୍ରବାର ଅପରାହ୍ନରେ ପଟ୍ଟାମୁଣ୍ଡାଇ ତହସିଲଦାର, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଥାନାଧିକାରୀଙ୍କ ଉପସ୍ଥିତିରେ ଏହି ବେଆଇନ ଉଠାଦୋକାନୀ ହଟାଯାଇଛି।ବେଆଇନ ଉଠା ବ୍ୟବସାୟୀଙ୍କୁ ଉଠାଇବା ବେଳେ ଉତ୍ତେଜନା ଦେଖାଯିବାରୁ ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।ଉଠାଦୋକାନୀ ମାନଙ୍କୁ ଭେଣ୍ଡିଙ୍ଗ ଜୋନ୍ ମାଧ୍ୟମରେ ଦୋକାନ ଗୃହ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ।ତେବେ ଏହି ଜବରଦଖଲ ଉଚ୍ଛେଦ ପରେ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଜନସାଧାରଣ।
Body:Byt-ସମ୍ପଦ ସ୍ୱାଇଁ(କାର୍ଯ୍ୟନିର୍ବାହୀ ଅଧିକାରୀ, ପଟ୍ଟାମୁଣ୍ଡାଇ ପୋୖରପରିଷଦ)
Byt-ରାକେଶ ତ୍ରିପାଠୀ(ଆଇଆଇସି,ପଟ୍ଟାମୁଣ୍ଡାଇ ମଡେଲ ଥାନା)Conclusion:....
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.