ETV Bharat / state

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଦ୍ୟୁତ ବିଭାଗ ଠିକା ଶ୍ରମିକ - Enzen workers protest in front of collector house

ବୁଧବାର ଏଞ୍ଜେନ ଅଧୀନରେ କାର୍ଯ୍ୟରତ ଠିକା ଶ୍ରମିକମାନେ  ବିଭିନ୍ନ ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି |

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Sep 18, 2019, 6:02 PM IST

କେନ୍ଦ୍ରାପଡ଼ା : ବିଭିନ୍ନ ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ବୁଧବାର ଏଞ୍ଜେନ ଅଧୀନରେ କାର୍ଯ୍ୟରତ ଠିକା ଶ୍ରମିକମାନେ ବିଭିନ୍ନ ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି |

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ଇଲେକ୍ଟ୍ରିସିଟି ଠିକା ଶ୍ରମିକ ସଂଘର ସଭାପତି ଦେବଦାସ ମହାନ୍ତିଙ୍କ ନେତୃତ୍ବରେ ଠିକା କର୍ମଚାରୀମାନେ ତିନିମୁହାଣୀରୁ ଏକ ମୋଟର ସାଇକଲ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ | ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା |

ତେବେ ଏହି ବିକ୍ଷୋଭରେ ଦୀର୍ଘ 11 ବର୍ଷ ଧରି ବିଲ୍ କଲେକସନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଛଟେଇ ପ୍ରତିବାଦ କରିବା ସହିତ ମିଟର ରିଡ଼ିଙ୍ଗ ବିଲ କଲେକସନ କାର୍ଯ୍ୟରେ ସ୍ଵଂୟସହାୟକ ଗୋଷ୍ଠୀଙ୍କୁ ନିୟୋଜିତ ନକରିବା, ଠିକା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଇପିଏଫ୍, ବୋନସ, ଇଏସଆଇ ପ୍ରଦାନ କରିବା ଏବଂ ବିଦ୍ୟୁତ୍ ଶ୍ରମିକ ମାନଙ୍କୁ ସରକାରୀ ଚାକିରୀ ସର୍ତ୍ତାବଳୀ ଅନୁଯାୟୀ ନିଯୁକ୍ତି ପ୍ରଦାନ ପ୍ରଭୃତି ପାଇଁ ଦାବି କରାଯାଇଥିଲା |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:18.09.2019
Radhakanta Mohanty, Kendrapada
Slug-od_kpr_02_enzen issue_script_7204459
Anchor-କେନ୍ଦ୍ରାପଡ଼ା ଜିଲା ଏଞ୍ଜେନ ଅଧୀନରେ କାର୍ଯ୍ୟରତ ଠିକା ଶ୍ରମିକ ମାନେ ଆଜି ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଦୀର୍ଘ 11 ବର୍ଷ ଧରି ବିଲ୍ କଲେକସନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଙ୍କୁ ଛଟେଇ ପ୍ରତିବାଦ କରିବା ସହିତ ମିଟର ରିଡ଼ିଙ୍ଗ ବିଲ କଲେକସନ କାର୍ଯ୍ୟରେ ସ୍ଵଂୟସହାୟକ ଗୋଷ୍ଠୀ ଙ୍କୁ ନିୟୋଜିତ ନକରିବା, ଠିକା ଶ୍ରମିକ ଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଇପି ଏଫ୍, ବୋନସ, ଇ ଏସ୍ ଆଇ ପ୍ରଦାନ କରିବା ଏବଂ ବିଦ୍ୟୁତ୍ ଶ୍ରମିକ ମାନଙ୍କୁ ସରକାରୀ ଚାକିରୀ ସର୍ତ୍ତାବଳୀ ଅନୁଯାୟୀ ନିଯୁକ୍ତି ପ୍ରଦାନ ପ୍ରଭୃତି ପାଇଁ ଦାବି କରାଯାଇଥିଲା | ଇଲେକ୍ଟ୍ରିସିଟି ଠିକା ଶ୍ରମିକ ସଂଘର ସଭାପତି ଦେବଦାସ ମହାନ୍ତି ଙ୍କ ନେତୃତ୍ୱ ରେ କର୍ମଚାରୀ ମାନେ ତିନିମୁହାଣୀରୁ ଏକ ମଟର ସାଇକଲ୍ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲେ | ଏଠାରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଷ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା |
Byte-ଦେବଦାସ ମହାନ୍ତି(ସଭାପତି,ଜିଲ୍ଲା ଠିକା ଶ୍ରମିକ ସଂଘ)Body:2Conclusion:3

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.