ETV Bharat / state

‘ବୁଲବୁଲ’ ପ୍ରଭାବ, କେନ୍ଦ୍ରାପଡାରେ ବଢୁଛି ପବନର ବେଗ

କେନ୍ଦ୍ରାପଡ଼ାରେ ବୁଲବୁଲ ପ୍ରଭାବରେ ପବନର ବେଗ କ୍ଷୀପ୍ରତର ହେବାରେ ଲାଗିଛି। ଅଧିକ ପଢନ୍ତୁ...

author img

By

Published : Nov 9, 2019, 6:57 AM IST

‘ବୁଲବୁଲ’ ପ୍ରଭାବ, କେନ୍ଦ୍ରାପଡାରେ ବଢୁଛି ପବନର ବେଗ

କେନ୍ଦ୍ରାପଡା: ମାଡି ଆସୁଛି ସାମୁଦ୍ରିକ ଝଡ ‘ବୁଲବୁଲ’ । ଏହାର ପ୍ରଭାବରେ କେନ୍ଦ୍ରାପଡାରେ ପବନର ବେଗ କ୍ଷୀପ୍ରତର ହେବାରେ ଲାଗିଛି । ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ କରାଳ ରୂପ ଦେଖାଇବା ଆରମ୍ଭ କରିଦେଇଛି ।

ଅନ୍ୟପଟେ ରାଜନଗର ବ୍ଲକର ପେଣ୍ଠ,ପ୍ରସନ୍ନପୁର,କଇଥା,ବଡ଼କୁଦ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆପଦକାଳୀନ ଅଧିକାରୀ ସମ୍ବିତ ଶତପଥି । ସେହିପରି ମହାକାଳପଡ଼ା, କେନ୍ଦ୍ରାପଡ଼ା, ରାଜକନିକା ଅଞ୍ଚଳରେ ପବନ ୮୦-୯୦କିମି ବେଗରେ ବହୁଥିବା ବେଳେ ତାଳଚୁଆ ଅଞ୍ଚଳରେ ଶୁକ୍ରବାର ରାତିରେ ୧୦୦କିମି ବେଗରେ ପବନ ବହୁଥିବା ସୂଚନା ରହିଛି ।

ପ୍ରକାଶ ଯେ, ଆଜି(ଶନିବାର) ସକାଳ 10ଟାରୁ 11 ମଧ୍ୟରେ ସାମୁଦ୍ରିକ ଝଡ ବୁଲବୁଲ ଓଡିଶା ଅତିକ୍ରମ କରିବା ନେଇ ସୂଚନା ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.