ETV Bharat / state

କେନ୍ଦ୍ରାପଡାରେ ବୁଲବୁଲ ପ୍ରଭାବ, 1500 ଲୋକେ ସ୍ଥାନାନ୍ତର

ବଢିବାରେ ଲାଗିଛି ବୁଲବୁଲ ଜନିତ ପ୍ରଭାବ । ଓଡିଶା ଲ୍ୟାଣ୍ଡଫଲ କରୁନଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ଦେଖାଦେଇଛି ପ୍ରବଳ ବର୍ଷା ଓ ଭୀଷଣ ପବନ । କେନ୍ଦ୍ରାପଡା ଜିଲ୍ଲାରେ ଏଥିପାଇଁ 1500 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

author img

By

Published : Nov 9, 2019, 11:18 AM IST

କେନ୍ଦ୍ରାପଡାରେ ବୁଲବୁଲ ପ୍ରଭାବ

କେନ୍ଦ୍ରାପଡା: ବଢିବାରେ ଲାଗିଛି ବୁଲବୁଲ ଜନିତ ପ୍ରଭାବ। ଓଡିଶା ଲ୍ୟାଣ୍ଡଫଲ କରୁନଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ଦେଖାଦେଇଛି ପ୍ରବଳ ବର୍ଷା ଓ ଭୀଷଣ ପବନ। କେନ୍ଦ୍ରାପଡା ଜିଲ୍ଲାରେ ଏନେଇ 1500 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସୂଚନା ମୁତାବକ ଜିଲ୍ଲାର ଲୋ ଲାଇନ ଅଞ୍ଚଳରେ ଥିବା ସ୍ଥାନରୁ ପ୍ରାୟ 1500 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜନଗର ବ୍ଲକର ସମସ୍ତ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ମହାକାଳପଡା ବ୍ଲକର ରାମନଗର, ଖରିନାସୀ, କଜଳପାତିଆ, ତେନ୍ତୁଳିଆ ଆଦି ଅଞ୍ଚଳରେ ଲଗାଣ ବର୍ଷା ଚାଲିଛି । ଏଥିସହ ଘଣ୍ଟାପ୍ରତି 70ରୁ 80 କିଲୋମିଟର ବେଗରେ ପବନ ବହୁଥିବା ମଧ୍ୟ ସୂଚନା ମିଳିଛି।

କେନ୍ଦ୍ରାପଡାରେ ବୁଲବୁଲ ପ୍ରଭାବ

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:09.11.2019
Radhakanta Mohanty, Kendrapara
Slug-od_kpr_03_bulbul2_script_7204459
Anchor-ବୁଲବୁଲର ପ୍ରଭାବ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁଭୂତ ହୋଇଛି।ଜିଲ୍ଲାର ଲୋ ଲାଇନ ଅଞ୍ଚଳରେ ଥିବା ସ୍ଥାନ ମାନଙ୍କରୁ ପ୍ରାୟ ୧୫୦୦ଲୋକଙ୍କୁ ସ୍ଥାନାଂତରଣ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ରାଜନଗର ବ୍ଲକର ସମସ୍ତ ଅଂଚଳ ପ୍ରଭାବିତ ହୋଇଥିବା ବେଳେ ମହାକାଳପଡ଼ା ବ୍ଲକର ରାମନଗର,ଖରିନାସୀ,କଜଳପାତିଆ,ତେନ୍ତୁଳିକନ୍ଦା ଆଦି ଅଞ୍ଚଳରେ ଲଗାଣ ବର୍ଷା ସାଙ୍ଗକୁ ଘଣ୍ଟାକୁ ୭୦-୮୦କିମି ବେଗରେ ପବନ ବହୁଥିବା ସୂଚନା ମିଳିଛି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.