ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ନାମରେ ଚଞ୍ଚକତା ଅଭିଯୋଗ, ବିଜେପିର ପ୍ରତିବାଦ - କେନ୍ଦ୍ର ଯୋଜନାକୁ ହଡପ କରୁଛି ବିଜେଡି

ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାମରେ ପ୍ରଚଳନ କରିବା ଅଭିଯୋଗରେ ବିଜେପି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ନାମରେ ଚଞ୍ଚକତାକୁ ନେଇ ବିଜେପିର ପ୍ରତିବାଦ

author img

By

Published : Dec 29, 2020, 7:43 AM IST

କେନ୍ଦ୍ରାପଡା: ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାମରେ ପ୍ରଚଳନ କରିବା ଅଭିଯୋଗରେ ବିଜେପି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହିତ ବିଡିଓଙ୍କୁ ଏକ ଦାବିପତ୍ର ଦେବା ସହିତ ରାଜ୍ୟ ସରକାରଙ୍କ ବିରୋଧରେ ଏତଲା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ନାମରେ ଚଞ୍ଚକତାକୁ ନେଇ ବିଜେପିର ପ୍ରତିବାଦ

ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଉଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ଯୋଜନାକୁ ହଡପ କରି ନିଜ ନାମରେ ବିଜୁ ପକ୍କା ଘର ଯୋଜନା ନାମକରଣ କରି ବାହାବା ନେଉଥିବା ଅଭିଯୋଗ କରିଛି ବିଜେପି । ଯାହା ଫଳରେ ମହାକାଳପଡା ବ୍ଲକ ବିଜେପି ଦଳର ବରିଷ୍ଠ ନେତା ବିଜୟ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.