ETV Bharat / state

କେନ୍ଦ୍ରାପଡା ଜିଲ୍ଲାର ୪ଟି ବ୍ଲକରେ ବିଜେଡି ଅଧ୍ୟକ୍ଷ

କେନ୍ଦ୍ରାପଡା ଜିଲ୍ଲାର ୪ଟି ବ୍ଲକରେ ଅଧ୍ୟକ୍ଷା/ଅଧ୍ୟକ୍ଷ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

Who will be the chairman of the Kendrapara municipal elections?

author img

By

Published : Mar 12, 2022, 10:51 PM IST

କେନ୍ଦ୍ରାପଡ଼ା: ଆଜି ସାରା ରାଜ୍ୟର 314 ବ୍ଲକରେ ଅନୁଷ୍ଠିତ ହେଉଛି ଅଧ୍ୟକ୍ଷ/ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ । ସମସ୍ତ ବ୍ଲକର ହେଡ କ୍ବାର୍ଟରରେ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତରୁ ନିର୍ବାଚିତ ସମିତିସଭ୍ୟ ମାନେ ନିଜ ପସନ୍ଦର ଅଧ୍ୟକ୍ଷ/ଅଧ୍ୟକ୍ଷା ପ୍ରାର୍ଥୀଙ୍କୁ ଭୋଟ ଦେବେ।କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୯ଟି ବ୍ଲକରେ ପୂର୍ବାହ୍ନ ୧୧ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ୪ଟି ବ୍ଲକରେ ଅଧ୍ୟକ୍ଷା/ଅଧ୍ୟକ୍ଷ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ବ୍ଳକରୁ ରଶ୍ମିତା ସେଠୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଆଳି ବ୍ଳକରୁ ମନୋରଞ୍ଜନ ସାମଲ,ମହାକାଳପଡ଼ା ବ୍ଳକରୁ କଳ୍ପନା ରାଉତ ଓ ମାର୍ଶାଘାଇ ବ୍ଳକରୁ ମଧୁସ୍ମିତା ସାମଲ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ସୁଚନା ମିଳିଛି।ଅନ୍ୟ ୫ଟି ବ୍ଲକରେ ଭୋଟିଂ ପ୍ରକ୍ରିୟା ଜାରି ରହିଥିବା ବେଳେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.