ETV Bharat / state

ଭିତରକନିକାରେ ପକ୍ଷୀ ଗଣନା ଶେଷ; ବଢିଛି ପ୍ରଜାତି, ବୃଦ୍ଧି ପାଇଛି ସଂଖ୍ୟା - ବଢିଛି ପ୍ରଜାତି

ଶେଷ ହୋଇଛି ଭିତରକନିକାର ପକ୍ଷୀ ଗଣନା । ଚଳିତବର୍ଷ ଜାତୀୟ ଉଦ୍ୟାନକୁ ୧୦୫ ପ୍ରଜାତିରେ ପକ୍ଷୀ ଆସିଥିବାବେଳେ ମୋଟ ୧ଲକ୍ଷ ୧୮ହଜାର ୩୨୬ଟି ପକ୍ଷୀଙ୍କୁ ଗଣନା କରାଯାଇଛି ।

birds-counting-in-bhitarkanika
birds-counting-in-bhitarkanika
author img

By

Published : Jan 7, 2020, 7:32 PM IST

କେନ୍ଦ୍ରାପଡ଼ା: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଶେଷ ହୋଇଛି । ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ୧୦୫ ପ୍ରଜାତିରେ ପହଁଚିଛି । ସେହିପରି ମୋଟ ୧ଲକ୍ଷ ୧୮ହଜାର ୩୨୬ଟି ପକ୍ଷୀ ଗଣନା କରାଯାଇଛି ।

ଭିତରକନିକାରେ ପକ୍ଷୀ ଗଣନା ଶେଷ; ବଢିଛି ପ୍ରଜାତି, ବୃଦ୍ଧି ପାଇଛି ସଂଖ୍ୟା

ଗତବର୍ଷ ୭୪ ପ୍ରଜାତିର ୧ଲକ୍ଷ ୯୦୫୯ଟି ପକ୍ଷୀ ଭିତରକନିକା ଆସିଥିଲେ । ଗତବର୍ଷ ଅପେକ୍ଷା ଚଳିତବର୍ଷ ୩୧ ପ୍ରଜାତିର ୯୨୭୬ଟି ପକ୍ଷୀ ଅଧିକ ଆସିଥିବା ସୂଚନା ଦେଇଛନ୍ତି ବନବିଭାଗ ଅଧିକାରୀ । ପାଗ ଅନୁକୂଳ ଏବଂ ବିଳମ୍ବରେ ବର୍ଷା ଯୋଗୁଁ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:07.01.2020
Radhakanta Mohanty, Kendrapada
Slug-od_kpr_bird counting_ready_7204459
Anchor-ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ୧୦୫ ପ୍ରଜାତିର ମୋଟ ୧ଲକ୍ଷ ୧୮ହଜାର ୩୨୬ଟି ପକ୍ଷୀ ଗଣନା କରାଯାଇଛି।ଗତ ବର୍ଷ ୭୪ ପ୍ରଜାତିର ୧ଲକ୍ଷ ୯୦୫୯ଟି ପକ୍ଷୀ ଭିତରକନିକାକୁ ଆସିଥିଲେ।ଗତବର୍ଷ ଅପେକ୍ଷା ଚଳିତବର୍ଷ ୩୧ ପ୍ରଜାତିର ୯୨୭୬ଟି ପକ୍ଷୀ ଅଧିକ ଆସିଥିବା ସୂଚନା ଦେଇଛନ୍ତି ବନବିଭାଗ ଅଧିକାରୀ।ପାଗ ଅନୁକୂଳ ଏବଂ ବିଳମ୍ବରେ ବର୍ଷା ଯୋଗୁଁ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
Body:Byt-ବିକାଶ ରଞ୍ଜନ ଦାସ (ବନଖଣ୍ଡ ଅଧିକାରୀ ରାଜନଗର)Conclusion:ରାପ ରେ ପଠାଇଲି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.