ETV Bharat / state

ନିର୍ବାଚନର କେଇ ଘଣ୍ଟା ପୂର୍ବରୁ ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ପାଟକୁରାରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ପ୍ରଦିପ କୁମାର ମିଶ୍ରଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି।

author img

By

Published : Jul 20, 2019, 3:08 AM IST

Updated : Jul 20, 2019, 3:19 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପାଟକୁରାରେ ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ। ରାତି ପାହିଲେ ପାଟକୁରାରେ ଭୋଟ ପଡିବାକୁ ଥିବାବେଳେ ଏହାପୂର୍ବରୁ ସ୍ବାଧୀନ ବିଧାୟକ ପ୍ରାର୍ଥୀ ପ୍ରଦିପ କୁମାର ମିଶ୍ରଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି।

ସାଧାରଣ ନିର୍ବାଚନ ପରେ ତିନିଦଳ ପାଇଁ ସମ୍ମାନ ପାଲଟିଥିବା ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସକାଳ ୭ ଘଟିକାରୁ ପୋଲିଙ୍ଗ ବୁଥରେ ପ୍ରାୟ ୨ଲକ୍ଷ ୪୪ହଜାର ୭୪୭ ମତଦାତା ସେମାନଙ୍କ ମତଧିକାର ସାବ୍ୟସ୍ତ କରିବେ।

ତେବେ ଭୋଟ ଆରମ୍ଭ ହେବାର କିଛି ଘଣ୍ଟା ପୁର୍ବରୁ କେନ୍ଦ୍ରାପଡା ଗରଦପୁର ବ୍ଲକ ବେଡାରି ପଞ୍ଚାୟତରେ ଶାସକ ଦଳର ସମର୍ଥକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ପ୍ରଦିପ କୁମାର ମିଶ୍ର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
Last Updated : Jul 20, 2019, 3:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.