ETV Bharat / state

କେନ୍ଦ୍ରାପଡାରେ 26 ଆକ୍ରାନ୍ତ ସୁସ୍ଥ, ପୁଣି 5 ନୂଆ କୋରୋନା ଆକ୍ରାନ୍ତ - kendrapada covid-19 case

କେନ୍ଦ୍ରାପଡାରେ 26 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ପୁଣି 5 ଆକ୍ରାନ୍ତ ଚିହ୍ନଟ ହୋଇଥିବା କହିଛନ୍ତି ଜିଲ୍ଲାପାଳ ।

kendrapada covid-19 case
କେନ୍ଦ୍ରପଡାରେ ନୂଆ 5 କରୋନା ପଜିଟିଭ
author img

By

Published : May 26, 2020, 8:01 PM IST

କେନ୍ଦ୍ରପଡା: ଆଜି ସକାଳେ 26 କୋରୋନା ଆକ୍ରାନ୍ତ ସୁସ୍ଥ ହେବା ଖବର ମିଳିବାର କିଛି ସମୟ ପରେ 5 ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସୂଚନା ଅନୁଯାୟୀ ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଥିବା କ୍ବାରେଣ୍ଟଇନ ସେଣ୍ଟରରୁ ତିନିଜଣ ଓ ଡେରାବିଶ୍ ବ୍ଲକରେ ଥିବା କ୍ବାରେଣ୍ଟଇନ ସେଣ୍ଟରରୁ ଦୁଇଜଣ ପ୍ରବାସୀ ଓଡ଼ିଆଙ୍କୁ ଚିହ୍ନଟ କରାଯାଇଛି। ଏହି 5ଜଣ ପଶ୍ଚିମବଙ୍ଗ, ତାମିଲନାଡୁ ଓ କର୍ଣ୍ଣାଟକ ରାଜ୍ୟରୁ ଫେରିଥିଲେ।

କେନ୍ଦ୍ରପଡାରେ ନୂଆ 5 କରୋନା ପଜିଟିଭ

ଏମାନେ ସମସ୍ତେ ସରକାରୀ କ୍ବାରେଣ୍ଟଇନ ସେଣ୍ଟରରେ ରହୁଥିବାରୁ ଜନସାଧାରଣ ବ୍ୟସ୍ତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ସେହିପରି କିଛି ଜରୁରୀକାଳୀନ ସ୍ଥିତିରେ ଲୋକମାନଙ୍କୁ ହୋମ କ୍ବାରେଣ୍ଟଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.