ETV Bharat / state

ଅନ୍ଧବିଶ୍ବାସ: ସର୍ପ ଦଂଶନ ପରେ ମହିଳାଙ୍କୁ ଗୁଣି ସହ ଦେଶୀ ଚିକିତ୍ସା - ଗୁଣି ସହ ଦେଶୀ ଚିକିତ୍ସା

କନ୍ଧମାଳ ଜିଲ୍ଲାର କେ.ନୂଆଁଗାଁ ଥାନା ଅନ୍ତର୍ଗତ କ୍ରିତାଙ୍ଗିଆର ଜଣଙ୍କର ମୃତ୍ୟୁ । ତେବେ ମୃତକ ସୁନୀତା ପ୍ରଧାନ ବୋଲି ଜଣାପଡିଛି।

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
author img

By

Published : Jul 27, 2019, 4:27 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କେ.ନୂଆଁଗାଁ ଥାନା ଅନ୍ତର୍ଗତ କ୍ରିତାଙ୍ଗିଆର ଜଣଙ୍କର ମୃତ୍ୟୁ । ତେବେ ମୃତକ ସୁନୀତା ପ୍ରଧାନ ବୋଲି ଜଣାପଡିଛି। ତେବେ ସାପ କାମୁଡିବା ପରେ ଗୁଣି ଓ ଦେଶୀ ଚିକିତ୍ସା ମଧ୍ୟ କରାୟାଇଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଏହାପରେ ଅବସ୍ଥା ଅତି ଗୁରୁତର ହେବାରୁ ପ୍ରଥମେ ରାଇକିଆ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା କ.ନୂଆଗା ଥାନା ଅନ୍ତର୍ଗତ କ୍ରିତାଙ୍ଗିଆର ସୁନୀତା ପ୍ରଧାନଙ୍କ ସର୍ପାଘାତରେ ମୃତ୍ୟୁ ହୋଇଛି। ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଅତି ଗୁରୁତର ଅବସ୍ଥାରେ ମୃତ୍ୟୁ ହୋଇଛି। ସର୍ପାଘାତ ପରେ ଗୁଣି ଓ ଦେଶୀ ଚିକିତ୍ସା କରିବା ପରେ ରାଇକିଆ ମେଡିକାଲ ନେଇଥିଲେ ।ପରେ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । Body:କନ୍ଧମାଳ ଜିଲ୍ଲା କ.ନୂଆଗା ଥାନା ଅନ୍ତର୍ଗତ କ୍ରିତାଙ୍ଗିଆର ସୁନୀତା ପ୍ରଧାନଙ୍କ ସର୍ପାଘାତରେ ମୃତ୍ୟୁ ହୋଇଛି। ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଅତି ଗୁରୁତର ଅବସ୍ଥାରେ ମୃତ୍ୟୁ ହୋଇଛି। ସର୍ପାଘାତ ପରେ ଗୁଣି ଓ ଦେଶୀ ଚିକିତ୍ସା କରିବା ପରେ ରାଇକିଆ ମେଡିକାଲ ନେଇଥିଲେ ।ପରେ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । Conclusion:କନ୍ଧମାଳ ଜିଲ୍ଲା କ.ନୂଆଗା ଥାନା ଅନ୍ତର୍ଗତ କ୍ରିତାଙ୍ଗିଆର ସୁନୀତା ପ୍ରଧାନଙ୍କ ସର୍ପାଘାତରେ ମୃତ୍ୟୁ ହୋଇଛି। ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଅତି ଗୁରୁତର ଅବସ୍ଥାରେ ମୃତ୍ୟୁ ହୋଇଛି। ସର୍ପାଘାତ ପରେ ଗୁଣି ଓ ଦେଶୀ ଚିକିତ୍ସା କରିବା ପରେ ରାଇକିଆ ମେଡିକାଲ ନେଇଥିଲେ ।ପରେ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.