ETV Bharat / state

କନ୍ଧମାଳ ହଳଦୀ ମୂଲ୍ୟ ବୃଦ୍ଧି ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ହଳଦୀର ସରକାରୀ ବିକ୍ରି ମୂଲ୍ୟ ବଢାଇବା ପାଇଁ କନ୍ଧମାଳ ରାଇକିଆ ବ୍ଲକର ସମିତି ସଭ୍ୟ, ସରପଞ୍ଚ, ଗ୍ରାମବାସୀ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି । ହଳଦୀର ମୂଲ୍ୟ ଏକ କ୍ବିଣ୍ଟାଲ ପିଛା ସର୍ବନିମ୍ନ 15000 ଟଙ୍କା କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ....

author img

By

Published : Mar 14, 2020, 11:41 PM IST

କନ୍ଧମାଳ ହଳଦୀ ମୂଲ୍ୟ ବୃଦ୍ଧି ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ
କନ୍ଧମାଳ ହଳଦୀ ମୂଲ୍ୟ ବୃଦ୍ଧି ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ଫୁଲବାଣୀ: କନ୍ଧମାଳ ହଳଦୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କର । ଏମଏସପି ଧାର୍ଯ୍ୟ କର । କିଲୋ ପିଛା 150 ଟଙ୍କା ଧାର୍ଯ୍ୟ କର। ଏହି ଦାବି କରି ରାଇକିଆ ବ୍ଳକର ଶତାଧିକ ଚାଷୀ ଭେଟିଛନ୍ତି ଜିଲ୍ଲାପାଳଙ୍କୁ ।

ହଳଦୀର ସରକାରୀ ବିକ୍ରି ମୂଲ୍ୟ ବଢାଇବା ପାଇଁ କନ୍ଧମାଳ ରାଇକିଆ ବ୍ଲକର ସମିତି ସଭ୍ୟ, ସରପଞ୍ଚ, ଗ୍ରାମବାସୀ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି । ହଳଦୀର ମୂଲ୍ୟ ଏକ କ୍ବିଣ୍ଟାଲ ପିଛା ସର୍ବନିମ୍ନ 15000 ଟଙ୍କା କରିବା ପାଇଁ ଦାବି କରିଛନ୍ତି ।

ତାହା ସହିତ ମାଣ୍ଡିଆ, କୋଳଥର ମଧ୍ୟ ସରକାରୀ ମୂଲ୍ୟ ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ସରକାରଙ୍କ ନିକଟକୁ ଯାଇ ଲିଖିତ ଅନୁରୋଧ କରିବେ ବୋଲି ଗ୍ରାମବାସୀମାନେ କହିଛନ୍ତି ।

ନଚେତ ଆଗାମୀ ଦିନରେ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.