ETV Bharat / state

ମହାବିପତ୍ତି ସମୟରେ ମାନବିକତା ଦେଖାଇଲା ଟିମ ହ୍ୟୁମାନିଟି - ମହାବିପତ୍ତି ସମୟରେ ମାନବିକତା ଦେଖାଇଲା ଟିମ ହ୍ୟୁମାନିଟି

କୋରୋନାରେ ମୃତ୍ୟୁ ପରେ ସଂକ୍ରମଣ ଭୟରେ ମୃତଦେହକୁ ଛୁଇଁଲେନି। କିନ୍ତୁ କନ୍ଧମାଳର ଟିମ୍ ହ୍ୟୁମେନିଟିର ସଦସ୍ୟ ଆଗକୁ ଆସି ପିପିଇ କିଟ୍ ପିନ୍ଧି କଲେ ଶେଷକୃତ୍ୟ। ଅଧିକ ପଢନ୍ତୁ...

ମହାବିପତ୍ତି ସମୟରେ ମାନବିକତା ଦେଖାଇଲା ଟିମ ହ୍ୟୁମାନିଟି

author img

By

Published : Sep 13, 2020, 10:55 PM IST

ଫୁଲବାଣୀ: ମହାବିପତ୍ତି ସମୟରେ ମାନବିକତା। କୋରୋନାରେ ମୃତ୍ୟୁ ପରେ ସଂକ୍ରମଣ ଭୟରେ ମୃତଦେହକୁ ଛୁଇଁଲେନି। କିନ୍ତୁ କନ୍ଧମାଳର ଟିମ୍ ହ୍ୟୁମାନିଟିର ସଦସ୍ୟ ଆଗକୁ ଆସି ପିପିଇ କିଟ୍ ପିନ୍ଧି କରିଛନ୍ତି ଶେଷକୃତ୍ୟ। ଫୁଲବାଣୀରେ ଦୁଇ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ଶେଷକୃତ୍ୟ କରିଥିଲେ ସ୍ବେଚ୍ଛାସେବୀ।

ମହାବିପତ୍ତି ସମୟରେ ମାନବିକତା ଦେଖାଇଲା ଟିମ ହ୍ୟୁମାନିଟି

କିଛି ଦିନ ହେଲା କୋରୋନାରେ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଥିବା ଫୁଲବାଣୀ ଗଣେଶ ବଜାରର 75 ବର୍ଷୀୟ ଜଣେ ବୃଦ୍ଧ ଓ ଅମଲାପଡା ଅଞ୍ଚଳର 80 ବର୍ଷୀୟା ଜଣେ ବୃଦ୍ଧl ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତଦେହ ସତ୍କାର ପାଇଁ ଟିମ୍ ହ୍ୟୁମାନିଟି କନ୍ଧମାଳକୁ ସହଯୋଗର ନିବେଦନ କରାଯାଇଥିଲା । ପ୍ରଶାସନର ନିବେଦନ ପରେ ଟିମର ସଦସ୍ୟ ମାନେ ପିପିଇ କିଟ୍ ଓ କୋଭିଡ ନିୟମ ଅନୁସାରେ ମୃତଦେହ ଗ୍ରହଣ ଠାରୁ ସତ୍କାର ପଯ୍ୟନ୍ତ ସବୁ କରିଥିଲେ। ଏଥିରେ ଉଭୟ ପରିବାରର ସଦସ୍ୟ ,ପୌର ପରିଷଦ, ପୋଲିସ ପ୍ରଶାସନ ଓ ରାଜସ୍ବ ନିରୀକ୍ଷକ ପ୍ରମୁଖ ସହଯୋଗ କରିଥିଲେ। ମାନବିକତା ଏବେ ମଧ୍ୟ ମରିନାହିଁ। ଏହି ସ୍ବେଚ୍ଛାସେବୀ ମାନେ ସଂକ୍ରମଣ ଓ ଜୀବନ ପ୍ରତି ବିପଦ ସତ୍ତ୍ବେ ଶେଷ କାର୍ଯ୍ୟ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.