ETV Bharat / state

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ 11ତମ ଶ୍ରାଦ୍ଧବାର୍ଷିକୀ, କଡା ସୁରକ୍ଷାରେ କନ୍ଧମାଳ

ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ 11ତମ ଶ୍ରାଦ୍ଧ ବାର୍ଷିକୀ । ଏନେଇ ତୁମୁଡିବନ୍ଧ ଜଲେସପଟା ଓ ଚକାପାଦରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ। 2008 ଜନ୍ମାଷ୍ଟମୀ ତିଥିରେ ସ୍ବାମୀଜୀଙ୍କୁ ହତ୍ୟା କରାଯାଇଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Aug 23, 2019, 11:57 AM IST

ଫୁଲବାଣୀ: ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ 11ତମ ଶ୍ରାଦ୍ଧବାର୍ଷିକୀ । ଏନେଇ ତୁମୁଡିବନ୍ଧ ଜଲେସପଟା ଓ ଚକାପାଦରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ। ଏନେଇ ଚଳଚଞ୍ଚଳ ହୋଇ ଉଠିଛି କନ୍ଧମାଳ ଜିଲ୍ଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଚକାପାଦ ଆଶ୍ରମରେ ନାମ ସଂକିର୍ତ୍ତନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ସେହିପରି ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଜଲେସପଟା ଠାରେ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ବିଶ୍ବ ହିନ୍ଦୁ ପରିଷଦ ବହୁ ନେତା କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।

ସୂଚନାଥାଉକି, 2008 ଜନ୍ମାଷ୍ଟମୀ ତିଥିରେ ସ୍ବାମୀଜୀଙ୍କୁ ହତ୍ୟା କରାଯାଇଥିଲା। ତେବେ ଆଜି ସାରା ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ 30 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ । ସେଥିପାଇଁ କନ୍ଧମାଳ ଜିଲ୍ଲା ଚଳାଚଞ୍ଚଳ। ରାଜ୍ୟର ଅନେକ ଜିଲାରେ ଥିବା ହଜାର ହଜାର ଭକ୍ତ ଓ ଅନୁଗାମୀ ପାଳୁଛନ୍ତି ଆଜିର ଦିବସ। ତାଙ୍କୁ ମନେପକାଉଛନ୍ତି । ମୂଖ୍ୟ କାର୍ଯ୍ୟକ୍ରମ ତୁମୁଡିବନ୍ଧ ଜଲେସପଟା ଓ ଚକାପାଦରେ ଆୟୋଜିତ ହେଉଛି । ସାରା ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। Body:2008 ଜନ୍ମାଷ୍ଠମୀ ତିଥିରେ ସ୍ବାମିଜୀଙ୍କୁ ହତ୍ୟା କରାଯାଇଥିଲା। ଚକାପାଦ ଆଶ୍ରମରେ ନାମ ସଂକିର୍ତନ ଓ ଅନ୍ଯାନ୍ୟ କାର୍ଯ୍ୟକ୍ରମ ରହିଛି । ସକାଳୁ ପୂଜାର୍ଛନା ଆରମ୍ଭ ହୋଇଛି। ସେହିପରି ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଜଲେସପଟା ଠାରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ ।ଭିଏଚପିର ବହୁ ନେତା କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।Conclusion:ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ 30 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.