ETV Bharat / state

ସୂଚନା ଅଧିକାର କର୍ମୀ ହତ୍ୟାକାଣ୍ଡ; ମୁଖ୍ୟ ଅଭିଯୁକ୍ତର ଟେର ପାଉନି ପୋଲିସ - ମୁଖ୍ୟ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ଡିସେମ୍ବର 29 ତାରିଖରେ 5 ଜଣଙ୍କୁ ଗିରଫ କରିଥିଲା ପୋଲିସ। ହତ୍ୟାକାଣ୍ଡ ପାଇଁ ବଡ ଷଡ଼ଯନ୍ତ୍ର ରଚାଯାଇଥିବା ନେଇ ସୂଚନା ଦେଇଥିଲେ ଏସପି। ଏହି ଚର୍ଚ୍ଚିତ ହତ୍ୟାକାଣ୍ଡକୁ ଆଜି ଠିକ ମାସେ ପୁରିଥିବା ବେଳେ ଏବେ ମଧ୍ୟ ଫେରାର ଅଛନ୍ତି ମୁଖ୍ୟ ଅଭିଯୁକ୍ତ।

rti-murder-alleged-big-hands
rti-murder-alleged-big-hands
author img

By

Published : Jan 10, 2020, 11:45 PM IST

କନ୍ଧମାଳ: ବାଲିଗୁଡାର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ଡିସେମ୍ବର 29ରେ 5 ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହି ହତ୍ୟାକାଣ୍ଡ ପାଇଁ ବଡ ଷଡ଼ଯନ୍ତ୍ର ରଚାଯାଇଥିବା ନେଇ ସୂଚନା ଦେଇଥିଲେ ଏସପି। ଏହି ଚର୍ଚ୍ଚିତ ହତ୍ୟାକାଣ୍ଡକୁ ଆଜି ଠିକ ଏକ ମାସ ପୁରିଥିବାବେଳେ ଏବେ ମଧ୍ୟ ଫେରାର ଅଛି ମୁଖ୍ୟ ଅଭିଯୁକ୍ତ।

ଏହି ବହୁଚର୍ଚ୍ଚିତ ମାମଲାରେ ଷଡ଼ଯନ୍ତ୍ର ରଚିଥିବା ମୁଖ୍ୟ ଅପରାଧି ଏବେ ମଧ୍ୟ ପୋଲିସ ପଞ୍ଝାରୁ ଦୂରରେ ବୋଲି ଚର୍ଚ୍ଚା ହେଉଛି। ଆଜି ମଧ୍ୟ ସେହି ଖିଅକୁ ଧରି ପାରୁନାହିଁ ପୋଲିସ। ଏନେଇ ଅଭିଯୋଗ କରିଛନ୍ତି ବିଭିନ୍ନ ଜନ ସଙ୍ଗଠନ। ପୋଲିସ କିନ୍ତୁ କୌଣସି ସୂଚନା ଦେଉନାହିଁ। ଫଳରେ ଏହି ମାମଲା ଅଧିକ ରହସ୍ୟମୟ ହୋଇଯାଉଛି।

ସୂଚନା ଅଧିକାର କର୍ମୀ ହତ୍ୟାକାଣ୍ଡ; ମାସେ ପରେ ମୁଖ୍ୟ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ

ଫେରାର ଥିବା ଅଭିଯୁକ୍ତଙ୍କ ଟେର ମଧ୍ୟ ପାଉନାହିଁ ପୋଲିସ। ଆନ୍ଦୋଳନ ଓ ତୁମ୍ବିତୋଫାନ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ପରେ ପୋଲିସର ତଦନ୍ତ ଶିଥିଳ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଅପରାଧି ଓ ବଡ ଷଡଯନ୍ତ୍ରକାରୀ କୁହାଯାଉଥିବା ଅଭିଯୁକ୍ତ ଏବେ ମଧ୍ୟ ଆଇନର ଲମ୍ବା ହାତରୁ ଅନେକ ଦୂରରେ।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ବାଲିଗୁଡାର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ପୋଲିସ 5 ଜଣଙ୍କୁ ଡିସେମ୍ବର 29ରେ ଗିରଫ କରିଥିଲା। ଏହି ମାମଲାରେ ବଡ ଷଡ଼ଯନ୍ତ୍ର କଥା ଏସପି କହିଥିଲେ। ଆଜି ଠିକ ମାSଏ ପୁରିଛି ଏହି ଚର୍ଚ୍ଚିତ ହତ୍ୟାକାଣ୍ଡକୁ । ଜଣେ ଏବେ ମଧ୍ୟ ଫେରାର ରହିଛି ଆଜି ସୁଦ୍ଧା। ତେବେ ଏହି ବହୁଚର୍ଚ୍ଚିତ ମାମଲାରେ ବଡ ବଡ ଖେଳାଳୀ ଏବେ ମଧ୍ୟ ପୋଲିସ ପଞ୍ଝାରୁ ଦୂରରେ ବୋଲି ଅନେକ ଚର୍ଚ୍ଚା। ଆଜି ମଧ୍ୟ ସେହି ଖିଅକୁ ପୋଲିସ ପାଇ ପାରୁନାହିଁ ବୋଲି ଜନ ସଂଗଠନ କହି ଆସୁଛନ୍ତି। ପୋଲିସ କିନ୍ତୁ କୌଣସି ସୂଚନା ଦେଉନାହିଁ। ଫଳରେ ଏହି ମାମଲା ଅଧିକ ରହସ୍ୟମୟ ହୋଇଯାଉଛି।

Body:ଫେରାର ଥିବା ଅଭିଯୁକ୍ତଙ୍କ ଟେର ମଧ୍ୟ ପାଉନାହି ପୋଲିସ। ଆନ୍ଦୋଳନ ଓ ତୁମ୍ବିତୋଫାନ ପରେ କାର୍ଯ୍ୟାନୁଷ୍ଠାନ ପରେ ଓଆରେ ଶିଥିଳ ହୋଇଯାଇଛି ପୋଲିସ ତଦନ୍ତ ବୋଲି ସବୁଠି ଚର୍ଚ୍ଚା।

Conclusion:ଆଜି ଠିକ ମାସେ ପୁରିଛି ଏହି ହତ୍ୟାକାଣ୍ଡକୁ,କିନ୍ତୁ ଅପରାଧି ଓ ବଡ ଷଡଯନ୍ତ୍ରକାରୀ କୁହାଯାଉଥିବା ଅଭିଯୁକ୍ତ ମାନେ ଏବେ ମଧ୍ୟ ଆଇନର ଲମ୍ବା ହାତରୁ ଅନେକ ଦୂରରେ।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ପିଟିସି ସଦାଶିବ ପାତ୍ର,ଈଟିଭି ପ୍ରତିନିଧି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.