ଫୁଲବାଣୀ: କଡା ସୁରକ୍ଷା ବଳୟରେ କନ୍ଧମାଳ ଜିଲ୍ଲାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । କନ୍ଧମାଳ ଜିଲ୍ଲା ନକ୍ସଲ ପ୍ରବଣ ଜିଲ୍ଲା ହୋଇଥିବାରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।
କନ୍ଧମାଳ ଜିଲ୍ଲା ନକ୍ସଲ ପ୍ରବଣ ଜିଲ୍ଲା ହୋଇଥିବାରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୂର୍ବରୁ ହିଂସାକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି । କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ବୋଲି କହିଛନ୍ତି ଏସପି ଭୀନିତ ଅଗ୍ରୱାଲ ।
କନ୍ଧମାଳରୁ ସଦାଶିବ ପାତ୍ର , ଇଟିଭି ଭାରତ