ETV Bharat / state

ଅଦିନିଆ ବର୍ଷାରେ ଭିଜୁଛି ଓଡିଶା, କନ୍ଧମାଳରେ ଜନଜୀବନ ପ୍ରଭାବିତ - କନ୍ଧମାଳରେ ଅଦିନିଆ ବର୍ଷା

କନ୍ଧମାଳରେ ଲାଗି ରହିଛି ବର୍ଷା । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

rain in kandhamal
ଅଦିନିଆ ବର୍ଷାରେ ଭିଜୁଛି ଓଡିଶା, କନ୍ଧମାଳରେ ଜନଜୀବନ ପ୍ରଭାବିତ
author img

By

Published : Jan 3, 2020, 11:27 PM IST

ଫୁଲବାଣୀ: ଅଦିନିଆ ବର୍ଷାରେ ଭିଜୁଛି ଓଡିଶା । ଯାହାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାରେ ଲାଗି ରହିଛି ଝିପିଝିପି ବର୍ଷା । ଶୀତମାଡକୁ ଏପଟେ ଅଦିନିଆ ବର୍ଷା, ଫଳରେ ଜନଜୀବନ ପ୍ରଭାବିତ ହୋଇଛି ।

ଅଦିନିଆ ବର୍ଷାରେ ଭିଜୁଛି ଓଡିଶା, କନ୍ଧମାଳରେ ଜନଜୀବନ ପ୍ରଭାବିତ

ଫୁଲବାଣୀ, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ଫିରିଙ୍ଗିଆ, ଖଜୁରିପଡା ସବୁଠି ଲଗାଣବର୍ଷାକୁ କୋହଲା ପାଗ ଲାଗିରହିଛି । ଫଳରେ ବଡଦିନ ଛୁଟି ପରେ ଶୁକ୍ରବାର ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀ ନାନା ହଇରାଣ ହରକତ ହୋଇଛନ୍ତି । ଅନ୍ୟପଟେ ଆଗକୁ ଦୁଇ ଦିନ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଲାଗିରହିଛି ଲଗାଣ ବର୍ଷା। ଜିଲ୍ଲାରେ ଲଗାଣ ବର୍ଷାକୁ କୋହଲା ପାଗ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଝିପି ଝିପି ବର୍ଷା ସହିତ ଶୀତର ପ୍ରକୋପ ଯୋଗୁ ସାଧାରଣ ଲୋଜେ ଅସୁବିଧା ଭୋଗୁଛନ୍ତି।

Body:ଫୁଲବାଣୀ,ବାଲିଗୁଡା,ତୁମୁଡିବନ୍ଧ,କୋଟଗଡ,ଫିରିଙ୍ଗିଆ,ଖଜୁରିପଡା ସବୁଠି ଲଗାଣବର୍ଷାକୁ କୋହଲା ପାଗ ଲାଗିରହିଛି। ଫଳରେ ବଡ଼ଦିନ ଛୁଟି ପରେ ଆଜି ସ୍କୁଲ ଖୋଲିଥିବା ବେଳେ ଛାତ୍ରଛାତ୍ରୀମାନେ ହଇରାଣ ହୋଇଛନ୍ତି। ଆଗକୁ ଦୁଇ ଦିନ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ଜନଜୀବନ ପ୍ରଭାବିତ ହେବେ।

Conclusion:କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.