ETV Bharat / state

18ରେ ନିର୍ବାଚନ, ପ୍ରସ୍ତୁତ ପୋଲିଂ କର୍ମଚାରୀ

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ 18 ତାରିଖରେ ହେବ ଭୋଟଗ୍ରହଣ । ଏନେଇ ପ୍ରସ୍ତୁତ ପୋଲିଂ କର୍ମଚୀରୀ। ପୋଲିଂ ସରଞ୍ଜାମ ଏହି ସେଣ୍ଟରରୁ ସଂଗ୍ରହ କରି ପୋଲିଂ କର୍ମଚାରୀ ଆଜି ହିଁ ବାହାରି ଯିବେ ବୁଥ୍ ଅଭିମୁଖେ ।

author img

By

Published : Apr 16, 2019, 3:27 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ : କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ 18 ତାରିଖରେ ହେବ ଭୋଟଗ୍ରହଣ । ସେଥିପାଇଁ ପୋଲିଂ ପାର୍ଟି ପ୍ରସ୍ତୁତ ହେଲେଣି । ଫୁଲବାଣୀ ପଲିଟେକନିକ୍ କଲେଜ ପରିସରରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପାଇଁ ହୋଇଛି ଡିସ୍ପରଜାଲ୍ ସେଣ୍ଟର ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କନ୍ଧମାଳ

ପୋଲିଂ ସରଞ୍ଜାମ ଏହି ସେଣ୍ଟରରୁ ସଂଗ୍ରହ କରି ପୋଲିଂ କର୍ମଚାରୀ ଆଜି ହିଁ ବାହାରି ଯିବେ ବୁଥ୍ ଅଭିମୁଖେ । ଦୂରଦୂରାନ୍ତର ବୁଥକୁ ପୋଲିଂ କର୍ମଚାରୀ ମାନେ ଆଜି ହିଁ ଯାଉଥିବା ବେଳେ ନିକଟରେ ଏବଂ ଦୁର୍ଗମ ନ ଥିବା ବୁଥ ଗୁଡିକୁ ବୁଧବାର ସକାଳେ ଯିବେ ବୋଲି ସୂଚନା ମିଳିଛି ।

ସେହିପରି ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ବାଲିଗୁଡା ଓ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ପୋଲିଂ କର୍ମଚାରୀଙ୍କ ପାଇଁ ଡିସ୍ପର୍ଜାଲ୍ ସେଣ୍ଟର କରାଯାଇଛି । ଅତ୍ୟନ୍ତ ନକ୍ସଲ ପ୍ରବଣ ଜିଲ୍ଲା ହୋଇଥିବାରୁ କେମିତି ରହିଛି ସେମାନଙ୍କ ପ୍ରସ୍ତୁତି ଫୁଲବାଣୀ ଡିସ୍ପର୍ଜାଲ ସେଣ୍ଟରରେ ପୋଲିଙ୍ଗ କର୍ମଚାରୀଙ୍କ ସହିତ କଥା ହୋଇଛନ୍ତି ଆମ ପ୍ରତିନିଧି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Intro:Body:

fgdgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.