ETV Bharat / state

ନିର୍ବାଚନ ନେଇ ସାଧାରଣ ପର୍ଯ୍ୟବେକ୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ - Kandhamal

କନ୍ଧମାଳ ଜିଲ୍ଲାର ତିନୋଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରକାଶ ପାଇଛି ଚୁଡାନ୍ତ ପ୍ରାର୍ଥୀ ତାଲିକା । ଏହାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳଙ୍କ ସହିତ ଆଲୋଚନା କରିଛନ୍ତି ଫୁଲବାଣୀ ସାଧାରଣ ପର୍ଯ୍ୟବେକ୍ଷକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Mar 30, 2019, 3:26 AM IST

କନ୍ଧମାଳ: ଜିଲ୍ଲାର ତିନୋଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରକାଶ ପାଇଛି ଚୁଡାନ୍ତ ପ୍ରାର୍ଥୀ ତାଲିକା । ଏହାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରିଛନ୍ତି ଫୁଲବାଣୀ ସାଧାରଣ ପର୍ଯ୍ୟବେକ୍ଷକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ତେବେ ନିର୍ବାଚନରେକୌଣସି ଅସୁବିଧା ବେନିୟମ କାମ ହେଲେ ତୁରନ୍ତ ସୂଚନା ଦେବାକୁ କହିଛନ୍ତି ସାଧାରଣ ପର୍ଯ୍ୟବେକ୍ଷକ । ରାଜନୈତିକ ଦଳଙ୍କ ପାଇଁ ଗାଡି ବ୍ୟବହାର,ଖର୍ଚ୍ଚର ହିସାବ କିତାବ,ପ୍ରଚାର ଓ ଆଦର୍ଶ ଆଚରଣ ବିଧିକୁ ସୁଚାରୁ ରୂପେ ପାଳନ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ବିଜେଡିରୁ ପ୍ରତାପ ଚନ୍ଦ୍ର ପାତ୍ର,କଂଗ୍ରେସରୁ ବିଜୟ ମହାନ୍ତି ,ବିଜେପିରୁ ବନ ମହାନ୍ତି,ସ୍ବାଧିନ ପ୍ରାର୍ଥୀ ନବୀନ କହଁର ଓ ପ୍ରେମଶୀଳା ଝାଙ୍କର ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

PRIYA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.