ETV Bharat / state

ଫୁଲବାଣୀ: ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ - ଫୁଲବାଣୀ ମୁନିସିପାଲିଟି ପକ୍ଷରୁ ବ୍ୟାନ

ଫୁଲବାଣୀ ମୁନିସିପାଲିଟି ସହିତ ବାଲିଗୁଡା ଓ ଘୁ.ଉଦୟଗିରି ଏନଏସିରେ ଅକ୍ଟୋବର 2 ତାରିଖରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Oct 3, 2019, 3:34 AM IST

କନ୍ଧମାଳ: ଫୁଲବାଣୀ ମୁନିସିପାଲିଟି ସହିତ ବାଲିଗୁଡା ଓ ଘୁ.ଉଦୟଗିରି ଏନଏସିରେ ଅକ୍ଟୋବର 2 ତାରିଖରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ କରାଯାଇଛି । ଏନେଇ ସହରରେ ମୁନିସିପାଲିଟି ତରଫରୁ ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରା ପୌରପାଳିକା କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା । ପଲିଥିନ ବନ୍ଦ କରିବା ସହିତ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ଲୋକଙ୍କୁ ଏହି ଶୋଭାଯାତ୍ରାରେ ଆହ୍ବାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କିଛିଦିନ ପରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକାରୀଙ୍କୁ ଅଧିକ ସଚେତନ କରାଯିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି । ଆଗକୁ ପଲିଥିନ ଉପରେ ଚଢ଼ାଉ ହେବ ବୋଲି ସୂଚନା ଦିଆଯାଇଛି।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

Intro:ଫୁଲବାଣୀ ମୁନିସିପାଲିଟି ସହିତ ବାଲିଗୁଡା ଓ ଘୁ.ଉଦୟଗିରି ଏନ ଏ ସି ରେ ଆଜି ଠାରୁ ପଲିଥିନ ଓ ପ୍ଲାଷ୍ଟିକ ବନ୍ଦ କରାଯାଇଛି । ସେଥିପାଇଁ ଫୁଲବାଣୀରେ ଆଜି ସହରରେ ମୁନିସିପାଲିଟି ତରଫରୁ ଶୋଭାଯାତ୍ରା କରାଯାଇଛି।

Body:ପୌରପାଳିକା ଅଫିସ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲା । ପଲିଥିନ ବନ୍ଦ କରିବା ସହିତ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ଲୋକଙ୍କୁ ଆହ୍ୱାନ କରାଯାଇଛି।

Conclusion:କିଛି ଦିନ ପରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକାରୀଙ୍କୁ ଅଧିକ ସଚେତନ କରାଯିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି। ଆଗକୁ ପଲିଥିନ ଉପରେ ଚଢ଼ାଉ ହେବ ବୋଲି ସୂଚନା ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.