ETV Bharat / state

ULB RESULT: ଜାଣନ୍ତୁ ଫୁଲବାଣୀରେ କିଏ କେଉଁଠି ବିଜୟୀ ? - ଫୁଲବାଣୀ ପୌର ପରିଷଦର ଫଳାଫଳ

ଆସିଛି ଫୁଲବାଣୀ ପୌର ପରିଷଦର ଫଳାଫଳ । ଜାଣନ୍ତୁ କିଏ କେଉଁଠି ହୋଇଛି ବିଜୟୀ ? ଅଧିକ ପଢନ୍ତୁ

URBAN RESULT: ଜାଣନ୍ତୁ ଫୁଲବାଣୀରେ କିଏ କେଉଁଠି ବିଜୟୀ ?

author img

By

Published : Mar 26, 2022, 2:18 PM IST

Updated : Mar 26, 2022, 2:41 PM IST

ଫୁଲବାଣୀ: ଆସିଛି ପୌର ଫଳାଫଳ । କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌର ପରିଷଦର ପୌରାଧ୍ୟକ୍ଷ ଭାବରେ ବିଜେପି ପ୍ରାର୍ଥୀ ସ୍ମିତାରାଣୀ ମହାନ୍ତି ନିକଟତମ ପ୍ରତିଦ୍ଵନ୍ଦୀ BJDର ପୁନମ କହରଙ୍କ ଠାରୁ 782 ଭୋଟରେ ବିଜୟ ଲାଭ କରିଛନ୍ତି । ଫୁଲବାଣୀ ପୌର ପରିଷଦର 13 ଟି ୱାର୍ଡର 7 ଟି ୱାର୍ଡରେ ବିଜେଡି ବିଜୟ ଲାଭ କରିଥିବା ବେଳେ ବିଜେପି 4 ଟି ୱାର୍ଡରେ ସନ୍ତୁଷ୍ଟ ହୋଇଛି । ସେପଟେ ଦୁଇଟି ୱାର୍ଡ ଅକ୍ତିଆର କରିଛନ୍ତି ସ୍ଵାଧୀନ ପ୍ରାର୍ଥୀ ।

ULB RESULT: ଜାଣନ୍ତୁ ଫୁଲବାଣୀରେ କିଏ କେଉଁଠି ବିଜୟୀ ?

ନିମ୍ନରେ ନଜର ପକାନ୍ତୁ କିଏ କେଉଁଠି ହୋଇଛି ବିଜୟୀ ?

  • 1 ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ମୃତ୍ୟୁଞ୍ଜୟ ପେରା 74 ଭୋଟରେ ବିଜୟୀ
  • 2 ନମ୍ବର ୱାର୍ଡରେ ବିଜେଡ଼ି ପ୍ରାର୍ଥୀ ଶ୍ବେହଳତା ପ୍ରଧାନ 44 ଭୋଟରେ ବିଜୟୀ
  • 3 ନମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିରଜା କଂହର 399 ଭୋଟରେ ବିଜୟୀ
  • 4 ନମ୍ବର ୱାର୍ଡରେ ବିଜେଡିର ତ୍ରିଲୋଚନ କହଁର 135 ଭୋଟରେ ବିଜୟୀ
  • 5 ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ମହାନ୍ତି 203 ଭୋଟରେ ବିଜୟୀ
  • 6 ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ନିବେଦିତା ପାତ୍ର 260 ଭୋଟରେ ବିଜୟୀ
  • 7 ନମ୍ବର ୱାର୍ଡରେ ବିଜେଡିର ଟୁନି ସେଠୀ 240 ଭୋଟରେ ବିଜୟୀ
  • 8 ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ପାଢ଼ୀ 122 ଟି ଭୋଟରେ ବିଜୟୀ
  • 9 ନିମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ପାୟଲ ବେହେରା ବିଜୟୀ
  • 10 ର ସ୍ବାଧୀନ ପ୍ରାର୍ଥୀ ଶ୍ରୀବତ୍ସ ବେହେରା ବିଜୟୀ
  • 11 ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ବସନ୍ତ କୁମାର ସାହାଣୀ 29ଟି ଭୋଟରେ ବିଜୟୀ
  • 12 ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ବନଜା ପଟ୍ଟନାୟକ 311 ଭୋଟରେ ବିଜୟୀ
  • 13 ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ମେଧାବୀ ମିଶ୍ର 84 ଭୋଟରେ ବିଜୟୀ

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Mar 26, 2022, 2:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.