ETV Bharat / state

ବୃଦ୍ଧଙ୍କ ରହସ୍ୟମୟ ମୃତ୍ୟୁ, ମଶାଣିରୁ ମୃତଦେହକୁ ଉଠାଇ ନେଲା ପୋଲିସ - old man deadbody

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ବିଲୁପଦର ଗ୍ରାମର ଅନାଦି ମାଝୀ ପ୍ରଥମେ ନିଖୋଜ ହୋଇଥିଲେ ଏବେ ମୃତଦେହ ଉଦ୍ଧାର। ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

ବୃଦ୍ଧଙ୍କ ରହସ୍ୟମୟ ମୃତ୍ୟୁ, ମୃତଦେହ ଜବତ କରି ପୋଲିସର ତଦନ୍ତ

author img

By

Published : Jan 1, 2021, 9:51 AM IST

ଫୁଲବାଣୀ:ବୃଦ୍ଧଙ୍କ ରହସ୍ୟମୟ ମୃତ୍ୟୁ,ମଶାଣିରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ଫିରିଙ୍ଗିଆ ପୋଲିସ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୁଆପଦର ପଞ୍ଚାୟତ ବିଲୁପଦର ଗ୍ରାମର ଅନାଦି ମାଝୀ ( ୬୦ ) ଗତ ତା ୨୮/୧୨ ସୋମବାର ଦିନ ଠାରୁ ନିଖୋଜ ହୋଇଥିଲେ।

ବୃଦ୍ଧଙ୍କ ରହସ୍ୟମୟ ମୃତ୍ୟୁ, ମୃତଦେହ ଜବତ କରି ପୋଲିସର ତଦନ୍ତ

ଘର ଲୋକ ବହୁତ ଖୋଜାଖୋଜି କରିବା ପରେ ପେନାଗିରିରୁ ରବିଙ୍ଗିଆ ରାସ୍ତା କଡ଼ରେ ଥିବା ଏକ ଖାତରୁ ମୃତଦେହ ବୁଧବାର ଉଦ୍ଧାର କରି ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ହେବା ପୂର୍ବରୁ କୌଣସି ମତେ ଖବର ପାଇ ପୋଲିସ ଜବତ କରି ତଦନ୍ତ କରୁଛି।

ଅନ୍ୟପକ୍ଷରେ ଏହାକୁ ଅପମୃତ୍ୟୁ କହୁଥିଲା ବେଳେ ଆଉ କିଛି ଏହାକୁ ହତ୍ୟା ବୋଲି କହୁଥିବା ଜଣାପଡିଛି। ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା(୧୭/୨୦୨୦) ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.