ETV Bharat / state

କନ୍ଧମାଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା

author img

By

Published : Dec 18, 2019, 2:57 AM IST

କନ୍ଧମାଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା । ଦୁଇ ଦିନିଆ ଗସ୍ତରେ ଯାଇ ଜିଲ୍ଲା ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଆଗକୁ ପଢନ୍ତୁ...

minister review and target
କନ୍ଧମାଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା

ଫୁଲବାଣୀ: ଦୁଇ ଦିନିଆ କନ୍ଧମାଳ ଗସ୍ତରେ ମନ୍ତ୍ରୀ ପ୍ରତାପ ଜେନା । ଜିଲ୍ଲାରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଆସନ୍ତା ମାର୍ଚ୍ଚ 2020 ମଧ୍ୟରେ ଜିଲ୍ଲାର ସମସ୍ତ ତିନୋଟି ସହରାଞ୍ଚଳର ସମସ୍ତ ଘରେ ପାଇପ ଯୋଗେ ଜଳଯୋଗାଣ କରାଯିବ ।

କନ୍ଧମାଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା

ଏହାସହ ଆସନ୍ତା ୪ ବର୍ଷ ମଧ୍ୟରେ ଜିଲ୍ଲାର ସମସ୍ତ ଗାଁର ସମସ୍ତ ଘରକୁ ପାଇପ ଯୋଗେ ପାଣି ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସେଦିଗରେ କାମ କରିବାକୁ କହିଛନ୍ତି ମନ୍ତ୍ରୀ । ଫୁଲବାଣୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା କରିବା ବେଳେ ଏପରି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏହାସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି ମନ୍ତ୍ରୀ ।

କନ୍ଧମାଳରୁ ସଦାଶିଵ ପାତ୍ର,ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଆସନ୍ତା ମାର୍ଚ୍ଚ 2020 ମଧ୍ୟରେ ଜିଲ୍ଲାର ସମସ୍ତ ତିନୋଟି ସହରାଞ୍ଚଳର ସମସ୍ତ ଘରେ ପାଇପ ଯୋଗେ ଜଳଯୋଗାଣ କରାଯିବ। ଏହା ସହିତ ଆସନ୍ତା ୪ ବର୍ଷ ମଧ୍ୟରେ ଜିଲ୍ଲାର ସମସ୍ତ ଗାଁର ସମସ୍ତ ଘରକୁ ପାଇପ ଯୋଗେ ପାଣି ଯୋଗାଇବାକୁ ଲଖ୍ୟ ଧାର୍ଯ୍ୟ ହୋଇଛି। ସେ ଦିଗରେ କାମ କରିବାକୁ କହିଛନ୍ତି ମନ୍ତ୍ରୀ। ଫୁଲବାଣୀ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା କରିବ ବେଳେ ଏପରି ନିର୍ଦେଶ ଦେଇଛନ୍ତି।

Body:କନ୍ଧମାଳକୁ ଦୁଇ ଦିନିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ ।
ବାଇଟ(୧) ପ୍ରତାପ ଜେନା,ପଞ୍ଚାୟତିରାଜ ମନ୍ତ୍ରୀ

Conclusion:କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.