ETV Bharat / state

ପୁଣି କନ୍ଧମାଳରେ ମାଓ ପୋଷ୍ଟର, ପ୍ରତିଷ୍ଠା ଦିବସ ପାଳିବାକୁ ଧମକ - ମାଓ ପୋଷ୍ଟର

କନ୍ଧମାଳ ଜଙ୍ଗଲରେ ଲାଗିଲା କେକେବିଏନ ମାଓ ସଂଗଠନର ପୋଷ୍ଟର । ମାଓବାଦୀ ସଙ୍ଗଠନର ପ୍ରତିଷ୍ଠା ଦିବସ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ଵାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Sep 17, 2019, 11:22 PM IST

କନ୍ଧମାଳ: କିଛି ଦିନର ବ୍ୟବଧାନ ପରେ କନ୍ଧମାଳରେ ପୁଣି ମାଓ ସଙ୍ଗଠନ ନିଜର ସ୍ଥିତି ଜାହିର କରିଛି । କନ୍ଧମାଳ ଜିଲା କଞ୍ଜାଲଘୁ ଜଙ୍ଗଲ ଏବଂ ପରୁଭଟାର ଡାଙ୍ଗେରୀ ଜଙ୍ଗଲରେ ଲାଗିଛି ଏହି ମାଓ ପୋଷ୍ଟର । ସେପ୍ଟେମ୍ବର 21ରେ ମାଓ ସଙ୍ଗଠନର ପ୍ରତିଷ୍ଠା ଦିବସ ପାଳନ କରିବାକୁ ପତ୍ରିକା ମାଧ୍ୟମରେ ଆହ୍ଵାନ କରାଯାଇଛି ।

ପୋଷ୍ଟରରେ କମ୍ୟୁନିଷ୍ଟ ପାର୍ଟି କଣ ଓ ଏହା କେବେଠାରୁ ଆରମ୍ଭ ହେଲା ତାହା ସୂଚାଇଛି ମାଓସଙ୍ଗଠନ । ଏହାସହ ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ ଉପରେ ଆଲୋକପାତ କରିଛି ସଂଗଠନ । 2004 ରେ ସିପିଆଇ ମାଓବାଦୀ ପାର୍ଟି ଗଠନ ହେବାସହ ଭାରତୀୟ ବିପ୍ଲବ ପାଇଁ ଏକ ଐତିହାସିକ ମୁହୂର୍ତ ବୋଲି ପତ୍ରିକାରେ ଉଲ୍ଲେଖ ରହିଛି ।

ତେବେ ମାଓ ଇଲାକା ହୋଇଥିବାରୁ ପୋଲିସ ପୋଷ୍ଟର ଗୁଡିକୁ ଜବତ କରି ନାହିଁ । ଏହାସହ ଏହି କାର୍ଯ୍ୟ ସମର୍ଥକ ଓ ମିଲିସିଆଙ୍କର ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳରେ ପୁଣି ଲାଗିଲା କେକେବିଏନ ମାଓ ସଂଗଠନର କାନ୍ଥ ପତ୍ରିକା । କିଛି ଦିନର ବ୍ୟବଧାନ ପରେ କନ୍ଧମାଳରେ ପୁଣି ମାଓ ସଙ୍ଗଠନ ନିଜର ସ୍ଥିତି ଜାହିର କରିଛି । କନ୍ଧମାଳ ଜିଲା କଞ୍ଜାଲଘୁ ଜଙ୍ଗଲ ଏବଂ ପରୁଭଟାର ଡାଙ୍ଗେରୀ ଜଙ୍ଗଲରେ ଲାଗିଛି ଏହି ମାଓ ପତ୍ରିକା । ସେପ୍ଟେମ୍ବର 21 ରେ ମାଓବାଦୀ ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ପତ୍ରିକା ମାଧ୍ୟମରେ ଆହ୍ଵାନ କରାଯାଇଛି ।
Body:ସେପ୍ଟେମ୍ବର 21 ତାରିଖରେ ମାଓବାଦୀ ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ପତ୍ରିକା ମାଧ୍ୟମରେ ଆହ୍ଵାନ କରାଯାଇଛି । ପୋଷ୍ଟରରେ କାମୁନିଷ୍ଟ ପାର୍ଟି କଣ କେବେଠାରୁ ଏହା ଆରମ୍ଭ ହେଲା ପୋଷ୍ଟର ମାଧ୍ୟମରେ ସୁଚାଇଛି ମାଓସଙ୍ଗଠନ ଏବଂ ମାଓବାଦୀ ପାର୍ଟି ର ମୁଖ୍ୟ ଲକ୍ଷ୍ଯ ଉପରେ ଆଲୋକପାତ କରିଛି ସଂଗଠନ । 2004 ରେ ସିପିଆଇ ମାଓବାଦୀ ପାର୍ଟି ଗଠନ ହେବାସହ ଭାରତୀୟ ବିପ୍ଲବ ପାଇଁ ଏକ ଏତିହାସିକ ମୁହୂର୍ତ ବୋଲି ପତ୍ରିକା ରେ ଉଲେଖ ରହିଛି ।Conclusion:ପୋଲିସ ପୋଷ୍ଟର ଗୁଡିକୁ ଜବତ କରି ନ ଥିବା ବେଳେ ସମର୍ଥକ ଓ ମିଲିସିଆଙ୍କ କାର୍ଯ୍ୟ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.