ETV Bharat / state

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବି, ପଦଯାତ୍ରାରେ କନ୍ଧମାଳରେ ପହଞ୍ଚିଲେ ସତ୍ୟବ୍ରତ

author img

By

Published : Feb 24, 2020, 9:28 PM IST

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି, ମହାନଦୀ ଜଳ ସମସ୍ୟା ଏବଂ ପୋଲାଭାରମ ପ୍ରକଳ୍ପକୁ ବିରୋଧ ଦାବିରେ ପଦଯାତ୍ରା କରୁଛନ୍ତି ଜଗତସିଂହପୁର ବାଲିକୁଦାର ସତ୍ୟବ୍ରତ ରାଉତ ।

man march for 3 demand in kandhmal
ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଯୁବକଙ୍କ ପଦଯାତ୍ରା

କନ୍ଧମାଳ: ତିନି ଗୋଟି ଦାବି ନେଇ ପଦଯାତ୍ରା କରୁଛନ୍ତି ଜଗତସିଂହପୁର ବାଲିକୁଦାର ସତ୍ୟବ୍ରତ ରାଉତ । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି, ମହାନଦୀ ଜଳ ସମସ୍ୟା ଏବଂ ପୋଲାଭାରମ ପ୍ରକଳ୍ପକୁ ବିରୋଧ ଦାବିରେ ପଦଯାତ୍ରା କରୁଛନ୍ତି ଜଗତସିଂହପୁର ବାଲିକୁଦାର ସତ୍ୟବ୍ରତ ରାଉତ । ତେବେ ସେ ସୋମବାର ଫୁଲବାଣୀରେ ପହଞ୍ଚି ବିଡ଼ିଓଙ୍କୁ ଭେଟି ନିଜର ଅଭିସନ୍ଧି ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ସତ୍ୟବ୍ରତ 2019 ଜୁଲାଇରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ । 227 ଦିନରେ ସେ 4500 କିଲୋମିଟର ପଦଯାତ୍ରା କରିଥିବା ବେଳେ 151ଟି ବ୍ଳକ ଗସ୍ତ କରିସାରିଲେଣି । ତେବେ ପଦଯାତ୍ରା ମାଧ୍ୟମରେ ଲୋକେ ସଚେତନ ହେବେ ଏବଂ ସରକାର ନିଶ୍ଚୟ ଶୁଣିବେ ବୋଲି ସେ କହିଛନ୍ତି ।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.