ETV Bharat / state

ରାସ୍ତା କାମ ନିମ୍ନମାନର, ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଚେତାବନୀ - ରାସ୍ତା କାମ ନିମ୍ନମାନର

ଫୁଲବାଣୀ ବ୍ଲକର ତୁଡିପାଯୁ ପଞ୍ଚାୟତର ନବନିର୍ମିତ ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

kandhamal
ରାସ୍ତା କାମ ନିମ୍ନମାନର
author img

By

Published : Dec 28, 2019, 1:31 AM IST

ଫୁଲବାଣୀ: ଫୁଲବାଣୀ ବ୍ଲକର ତୁଡିପାଯୁ ପଞ୍ଚାୟତର ନବନିର୍ମିତ ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ନିର୍ମାଣର ଦଶ ଦିନ ପରେ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।

ରାସ୍ତା କାମ ନିମ୍ନମାନର

ସାସାଗେରା ଗାଁ ନିକଟରେ ତିଆରି ହୋଇଥିବା ରାସ୍ତାକାମ ନିମ୍ନ ମାନର ହୋଇଛି । ରାସ୍ତା ମରାମତି ନାଁରେ କେବଳ ମାଟି କେତେକ ସ୍ଥାନରେ ପକାଯାଇଛି । ସେହିପରି ନୂଆ ରାସ୍ତା କଥା କହିଲେ ନ ସରେ । ତାଳିପକା ନ୍ୟାୟରେ ରାସ୍ତାରୁ 15 ରୁ କୋଡିଏ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଏହି ପଞ୍ଚାୟତରେ ରାଜ୍ୟ ପର୍ଯ୍ୟଟନ ସ୍ଥଳ ପୁତୁଡି ରହିଛି । ରାସ୍ତା ଖରାପ କାରଣରୁ ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ତୁଡିପାଯୁ ପଂଚାୟତ। ଏହି ପଂଚାୟତରେ ରହିଛି ରାଜ୍ୟ ପର୍ଯ୍ୟଟନ ସ୍ଥଳ ପୁତୁଡି । କିନ୍ତୁ ମୁଖ୍ୟ ରାସ୍ତା ଠାରୁ ପୁତୁଡି ଯିବା ରାସ୍ତା ଦୟନୀୟ ହୋଇଛି। ଏହାକୁ ଲକ୍ଷ୍ୟକରି ରାସ୍ତା ମରାମତି ଓ ନୂତନ ପିଚୁ ରାସ୍ତା ନିର୍ମାଣ କରିଥିଲେ ପ୍ରଶାସନ। କିନ୍ତୁ ରାସ୍ତା କାମ ଏତେ ନିମ୍ନ ମାନର ହୋଇଛି ଯେ କାମ ସାରି ଦଶ ଦିନ ପରେ ଉଠିଯାଉଛି ସବୁ।

Body:ସାସାଗେରା ଗାଁ ନିକଟରେ ତିଆରି ହୋଇଥିବା ରାସ୍ତା କାମ ନିମ୍ନ ମାନର ହୋଇଛି। ଗାଁ ଲୋକେ ପ୍ରବଳ ବିରୋଧ କରିଛନ୍ତି। ଆସନ୍ତା ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ରାସ୍ତା ମରାମତି ନାଁରେ କେବଳ ମାଟି କେତେକ ସ୍ଥାନରେ ପକାଯାଇଛି। ସେହିପରି ନୂଆ ରାସ୍ତା କହିଲେ ନ ସରେ। ତାଳିପକା ନ୍ୟାୟରେ କରାଯାଇଛି କାମ। 15 ରୁ କୋଡିଏ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ। ପର୍ଯ୍ୟଟକ ମାନେ ଏପରି ଅସୁବିଧାକୁ ନିନ୍ଦା କରିଛନ୍ତି ଏବଂ ତୁରନ୍ତ ଉଚ୍ଚ ମାନର ରାସ୍ତା ଦାବି କରୁଛନ୍ତି।
ବାଇଟ(୧) ପଞ୍ଚାନନ କଂହର,ସସହାଗେରା ବାସିନ୍ଦା
(୨) ସାରସ୍ୱତ କଂହର,ୱାର୍ଡ ମେମ୍ବର,ତୁଡିପାଯୁ ପଂଚାୟତ
(୩) ମନୋରଞ୍ଜନ ନାୟକ,ପର୍ଯ୍ୟଟକ

Conclusion:ତୁରନ୍ତ ନିମ୍ନ ମାନର କାମ ବନ୍ଦ କରାଯାଇ ତଦନ୍ତ କରିବାକୁ ଦାବି କରାଯାଇଛି। ନଚେତ ଆନ୍ଦୋଳନର ଚେତାବନୀ ଦେଇଛି ଗ୍ରାମ୍ୟ କମିଟି।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.