ETV Bharat / state

କନ୍ଧମାଳ ମହୋତ୍ସବ ଉଦଘାଟିତ - kandhamala festival opening ceremony

କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ । କୁଇ ଆଦିବାସୀ ଲୋକନୃତ୍ୟରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

କନ୍ଧମାଳ ମହୋତ୍ସବ ଉଦଘାଟିତ
କନ୍ଧମାଳ ମହୋତ୍ସବ ଉଦଘାଟିତ
author img

By

Published : Feb 3, 2020, 11:53 PM IST

ଫୁଲବାଣୀ: କନ୍ଧମାଳର କରୋନେସନ ପଡିଆରେ କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ବୃନ୍ଦା ଡି, ମା' ନାରାୟଣୀ ମନ୍ଦିର ଠାରେ ମଶାଲ ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ । ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ଅନେକ ପାରମ୍ପରିକ ଲୋକନୃତ୍ୟ ଦଳ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଏହାପରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମେଳାକୁ ଉଦଘାଟନ କରିଥିଲେ।

କନ୍ଧମାଳ ମହୋତ୍ସବ ଉଦଘାଟିତ

ପଡ଼ିଆରେ 140ରୁ ଅଧିକ ଷ୍ଟଲରେ ଜିଲ୍ଲା ଓ ରାଜ୍ୟର ଅନେକ ଅଞ୍ଚଳରୁ ଆସିଥିବା ଶିଳ୍ପୀ ନିଜନିଜ ଦ୍ରବ୍ୟର ବିପଣି ଖୋଲିଛନ୍ତି। କୁଇ ଆଦିବାସୀ ଲୋକନୃତ୍ୟରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଓଡିଶା ସମେତ ମହାରାଷ୍ଟ୍ର ଓ ଅନେକ ଅଞ୍ଚଳର ଲୋକନୃତ୍ୟ ଓ ଲୋକସଙ୍ଗୀତ ପରିବେଷଣ କରିଥିଲେ କଳାକାର । ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ଏହି ସାଂସ୍କୃତିକ ମହାକୁମ୍ଭ । ଉତ୍ସବରେ ଧାବିକା ଦୁତି ଚାନ୍ଦ, ଓଲିଉଡ ତାରକା ଅର୍ଚ୍ଚିତା ଓ ସବ୍ୟସାଚୀ ଯୋଗଦେଇଥିଲେ ।

ଆସନ୍ତା 5 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାରେ ପ୍ରତିଦିନ ରାଜ୍ୟର ଏକାଧିକ ମନ୍ତ୍ରୀ ଓ ଲୋକପ୍ରିୟ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଫୁଲବାଣୀ କ ରୋ ନେସନ ପଡ଼ିଆରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ବୃନ୍ଦା ଡି ମା ନାରାୟଣୀ ମନ୍ଦିର ଠାରେ ମଶାଲ ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ। ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ଅନେକ ପାରମ୍ପରିକ ଲୋକନୃତ୍ୟ ଦଳ ସାମିଲ ହୋଇ ସହର ପରିକ୍ରମା କରିବା ପରେ ମେଳା ମଞ୍ଚରେ ପହଞ୍ଚି ଥିଲେ।କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମେଳାକୁ ଉଦ୍ଘାଟନ କରିଥିଲେ। ଉତ୍ସବରେ ଧାବିକା ଦୁତି ଚାନ୍ଦ,ଓଲିଉଡ ତାରକା ଅର୍ଚିତା ଓ ସବ୍ୟସାଚୀଯୋଗଦେଇଥିଲେ।

Body:ପଡ଼ିଆରେ 140ରୁ ଅଧିକ ଷ୍ଟଲରେ ଜିଲ୍ଲା ଓ ରାଜ୍ୟର ଅନେକ ଅଞ୍ଚଳରୁ ଆସିଥିବା ଶିଳ୍ପୀ ନିଜନିଜ ଦ୍ରବ୍ୟର ବିପଣି ଖୋଲିଛନ୍ତି। କୁଇ ଆଦିବାସୀ ଲୋକନୃତ୍ୟରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଓଡିଶା ସମେତ ମହାରାଷ୍ଟ୍ର ଓ ଅନେକ ଅଞ୍ଚଳର ଲୋକନୃତ୍ୟ ଓ ଲୋକସଙ୍ଗୀତ ପରିବେଷଣ କରିଥିଲେ କଳାକାର। ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ରହି ସାଂସ୍କୃତିକ ମହାକୁମ୍ଭ।
ବାଇଟ(୧) ଅଚ୍ୟୁତ ସାମନ୍ତ,କନ୍ଧମାଳ ସାଂସଦ

Conclusion:ଆସନ୍ତା ପାଞ୍ଚ ଦିନ ଧରି ଚାଲିବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା। ପ୍ରତିଦିନ ରାଜ୍ୟର ଏକାଧିକ ମନ୍ତ୍ରୀ ଓ ଲୋକପ୍ରିୟ କଳାକାର ଏହି ଉତ୍ସବରେ ଯୋଗଦେବେ।
କନ୍ଧମାଳରୁ ସଦାଶିବ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.