ETV Bharat / state

ଉତ୍କଳ ଦିବସରେ କନ୍ଧମାଳ ହଳଦୀକୁ ମାନ୍ୟତା - Utkal Divas

ଉତ୍କଳ ଦିବସରେ ଆଉ ଏକ ଉପଲବ୍ଧି ହାସଲ କଲା ଓଡିଶା । ଦୀର୍ଘ ଦିନ ପରେ କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ମାନ୍ୟତା । ଚେନ୍ନାଇରେ ଥିବା ଜିଆଇ କାର୍ଯ୍ୟାଳୟ କନ୍ଧମାଳ ହଳଦୀକୁ ଜିଆଇ(ଜୋଗ୍ରାଫିକାଲ ଇଣ୍ଡିକେସନ୍) ପ୍ରମାଣପତ୍ର ପ୍ରଦାନ କରିଛି  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 2, 2019, 1:14 AM IST

Updated : Apr 2, 2019, 4:55 AM IST

ଫୁଲବାଣୀ: ଉତ୍କଳ ଦିବସରେ ଆଉ ଏକ ଉପଲବ୍ଧି ହାସଲ କଲା ଓଡିଶା । ଦୀର୍ଘ ଦିନ ପରେ କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ମାନ୍ୟତା । ଚେନ୍ନାଇରେ ଥିବା ଜିଆଇ କାର୍ଯ୍ୟାଳୟ କନ୍ଧମାଳ ହଳଦୀକୁ ଜିଆଇ(ଜୋଗ୍ରାଫିକାଲ ଇଣ୍ଡିକେସନ୍) ପ୍ରମାଣପତ୍ର ପ୍ରଦାନ କରିଛି । ଏହାଦ୍ବାରା କନ୍ଧମାଳ ଜିଲାର ପ୍ରାୟ ଷାଠିଏ ହଜାର ଚାଷୀ ପରିବାର ଏହା ଦ୍ବାରା ଉପକୃତ ହେବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଗତବର୍ଷ ଜାନୁଆରୀରେ ‘କସମ’ ସଂସ୍ଥା ମାଧ୍ୟମରେ ଜିଆଇ ଟ୍ୟାଗ ପାଇଁ ଆବେଦନ କରିଥିଲା ଜିଲ୍ଲା ପ୍ରଶାସନ । ତେବେ କମ୍ ମୂଲ୍ୟରେ ବିକ୍ରି କରି କ୍ଷତି ସହୁଥିବା ହଳଦୀ ଚାଷୀଙ୍କ ପାଇଁ ଖୁସି ଖବର । ଜିଆଇ ମାନ୍ୟତା ପାଇବା ପରେ ହଳଦୀର ମୂଲ୍ୟବୃଦ୍ଧି ଯୋଗୁଁ ନିଶ୍ଚିତ ରୂପେ ଚାଷୀ ଉପକୃ୍ତ ହେବା ନେଇ କହିଛନ୍ତି କସମ ସଂସ୍ଥାର ସମ୍ପାଦକ ।

ଏହି ସଂସ୍ଥାରେ ପ୍ରାୟ ବାର ହଜାର ଚାଷୀ ପରିବାର ଅଛନ୍ତି । ବିଭିନ୍ନ ପର୍ଯ୍ୟାୟର ଯାଞ୍ଚ ପରେ କସମକୁ ଏହି ପ୍ରମାଣପତ୍ର ମିଳିଛି । ହଜାର ହଜାର ଚାଷୀ ପରିବାର ଏହାଦ୍ବାରା ଉପକୃତ ହେବେ ବୋଲି ଆଶା କରାଯାଉଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

ଉତ୍କଳ ଦିବସରେ କନ୍ଧମାଳ ହଳଦୀକୁ ମାନ୍ୟତା

Conclusion:
Last Updated : Apr 2, 2019, 4:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.