ETV Bharat / state

କନ୍ଧମାଳ ଜିଲ୍ଲା ପରିଷଦର ବୈଠକ, ଗ୍ରାମ୍ୟ ସଡକ ଯୋଜନା ନେଇ ସରଗରମ - କନ୍ଧମାଳ ଜିଲ୍ଲା ପରିଷଦର ବୈଠକ, ଗ୍ରାମ୍ୟ ସଡକ ଯୋଜନା ନେଇ ସରଗରମ

କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଚାଲିଥିବା ଗ୍ରାମ୍ୟ ସଡକ ଯୋଜନାର ଅବ୍ୟବସ୍ଥାକୁ ନେଇ ସରଗରମ ଆଲୋଚନା କରାଯାଇଛି। ଅଧିକ ପଢନ୍ତୁ....

kandhamal-district-zilla-parishad-meeting-held-at-phulbani
କନ୍ଧମାଳ ଜିଲ୍ଲା ପରିଷଦର ବୈଠକ, ଗ୍ରାମ୍ୟ ସଡକ ଯୋଜନା ନେଇ ସରଗରମ
author img

By

Published : Mar 15, 2020, 11:02 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଚାଲିଥିବା ଗ୍ରାମ୍ୟ ସଡକ ଯୋଜନାର ଅବ୍ୟବସ୍ଥାକୁ ନେଇ ସରଗରମ ଆଲୋଚନା କରାଯାଇଛି।

କନ୍ଧମାଳ ଜିଲ୍ଲା ପରିଷଦର ବୈଠକ, ଗ୍ରାମ୍ୟ ସଡକ ଯୋଜନା ନେଇ ସରଗରମ

କନ୍ଧମାଳ ଜିଲ୍ଲାର ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଆକାଂକ୍ଷା ପ୍ରଧାନ ଯୋଗ ଦେଇ ଆଲୋଚନା ଆରମ୍ଭ କରିଥିଲେ। ବିଧାୟକ ଅଙ୍ଗଦ କହଁର, ବିଧାୟକ ସାଲୁଗା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାର ସମସ୍ତ 12ଟି ବ୍ଲକରେ 30 କିଲୋମିଟର ଗ୍ରାମ୍ୟ ରାସ୍ତା ପାଇଁ ପ୍ରସ୍ତାବ ରହିଛି। 3 ମିଟର ପ୍ରଶସ୍ତ ଏହି ରାସ୍ତା ନିର୍ମାଣକୁ ଗୁରୁତ୍ବ ଦିଆଯାଇଛି।

ସେହିପରି ଜିଲ୍ଲାରେ ଏନବିସିସି କମ୍ପାନୀ ଦ୍ବାରା କରାଯାଉଥିବା ରାସ୍ତା ଅତ୍ୟନ୍ତ ନିମ୍ନ ମାନର ବୋଲି ମତ ପ୍ରକାଶ ପାଇଥିଲା। ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ ସଦସ୍ୟ। ଏହା ସହିତ ପଞ୍ଚାୟତରାଜ ସଦସ୍ୟଙ୍କୁ କୋରୋନା ସମ୍ପର୍କରେ ସଚେତନ କରାଯାଇଥିଲା ଏବଂ ସରକାରଙ୍କ ନିର୍ଦ୍ଦେଶ ବିଷୟରେ ଅବଗତ କରାଯାଇଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.