ETV Bharat / state

‘ବଞ୍ଚିଥିବା ଯାଏଁ ବନ୍ଦ ହେବନି କାଳିଆ’ - ବିଜେଡି

ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଶ ସୁରୁଖୁରୁରେ ସରିଥିବା ବେଳେ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରମ୍ଭ ହୋଇଛି ଭୋଟରଙ୍କୁ ଆକୃଷ୍ଟ କରିବା କସରତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 11, 2019, 7:06 PM IST

କନ୍ଧମାଳ: ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଶ ସୁରୁଖୁରୁରେ ସରିଥିବା ବେଳେ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରମ୍ଭ ହୋଇଛି ଭୋଟରଙ୍କୁ ଆକୃଷ୍ଟ କରିବା କସରତ । ଏନେଇ ଗୁରୁବାର ସ୍ଥାନୀୟ ଫିରିଙ୍ଗିଆ ସ୍କୁଲ ପଡିଆରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇ ନିର୍ବାଚନୀ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଆଗାମୀ ନିର୍ବାଚନରେ କେନ୍ଦ୍ରରେ କେହି ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ । ଏଥିସହ ବିଜେଡି ହିଁ କରିତକର୍ମା ହେବ ବୋଲି ପ୍ରଚାର ମଇଦାନରେ ଓହ୍ଲାଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏତେଦିନ ହେବ କେନ୍ଦ୍ର ରାଜ୍ୟବାସୀଙ୍କୁ ଅଣଦେଖା କରୁଥିବା ବେଳେ ନିର୍ବାଚନ ସମୟରେ କାହିଁକି ରାଜ୍ୟବାସୀଙ୍କ କଥା ମନେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ଅନ୍ୟପଟେ ବଞ୍ଚିଥିବା ଯାଏଁ କାଳିଆ ଯୋଜନାକୁ କେହି ରୋକି ପାରିବେ ନାହିଁ ବୋଲି କହି କେନ୍ଦ୍ର ସରକାରଙ୍କୁ ତିରସ୍କାର କରିଛନ୍ତି ନବୀନ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସ୍କୁଲ ପଡିଆ ଠାରେ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେନ୍ଦ୍ରରେ କେହିବି ସଂଖ୍ୟାଗରିଷ୍ଠତା ପାଇବେ ନାହିଁ ଏବଂ ବିଜେଡି ହିଁ କରିତକର୍ମା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ କେନ୍ଦ୍ର ନେତାଙ୍କ ଓଡିଶା ମନେପଡୁଛି । କାଳିଆ ଯୋଜନା ବନ୍ଦ ହେବ ନାହି। ମୁ ବଞ୍ଚିଥିବା ଯାଏ ବନ୍ଦ ହେବ ନାହିଁ ଏହି ଯୋଜନା। କେନ୍ଦ୍ରକୁ ତିରସ୍କାର କରିଥିଲେ ନବୀନ।
ବାଇଟ 1, ନବୀନ ପଟ୍ଟନାୟକ ( visual re achhi bait.plz separate)

Body: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସ୍କୁଲ ପଡିଆ ଠାରେ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେନ୍ଦ୍ରରେ କେହିବି ସଂଖ୍ୟାଗରିଷ୍ଠତା ପାଇବେ ନାହିଁ ଏବଂ ବିଜେଡି ହିଁ କରିତକର୍ମା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ କେନ୍ଦ୍ର ନେତାଙ୍କ ଓଡିଶା ମନେପଡୁଛି । କାଳିଆ ଯୋଜନା ବନ୍ଦ ହେବ ନାହି। ମୁ ବଞ୍ଚିଥିବା ଯାଏ ବନ୍ଦ ହେବ ନାହିଁ ଏହି ଯୋଜନା। କେନ୍ଦ୍ରକୁ ତିରସ୍କାର କରିଥିଲେ ନବୀନ।
ବାଇଟ 1, ନବୀନ ପଟ୍ଟନାୟକ ( visual re achhi bait.plz separate)

Conclusion: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସ୍କୁଲ ପଡିଆ ଠାରେ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେନ୍ଦ୍ରରେ କେହିବି ସଂଖ୍ୟାଗରିଷ୍ଠତା ପାଇବେ ନାହିଁ ଏବଂ ବିଜେଡି ହିଁ କରିତକର୍ମା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ କେନ୍ଦ୍ର ନେତାଙ୍କ ଓଡିଶା ମନେପଡୁଛି । କାଳିଆ ଯୋଜନା ବନ୍ଦ ହେବ ନାହି। ମୁ ବଞ୍ଚିଥିବା ଯାଏ ବନ୍ଦ ହେବ ନାହିଁ ଏହି ଯୋଜନା। କେନ୍ଦ୍ରକୁ ତିରସ୍କାର କରିଥିଲେ ନବୀନ।
ବାଇଟ 1, ନବୀନ ପଟ୍ଟନାୟକ ( visual re achhi bait.plz separate)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.