ETV Bharat / state

କନ୍ଧମାଳରେ ବେଆଇନ ବନ୍ଧୁକ କାରଖାନା ଠାବ, ଜଣେ ଗିରଫ - ILLEGAL GUN FACTORY

ଗୁଞ୍ଜିଟି ଜଙ୍ଗଲରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ବେଆଇନ ବନ୍ଧୁକ ତିଆରି କାରଖାନାରେ ଦାରିଙ୍ଗବାଡି ପୋଲିସ ଚଢାଉ କରିଛି । ଏହି ଚଢାଉରେ ଦୁଇଟି ବନ୍ଧୁକ, ତିନୋଟି ଅର୍ଦ୍ଧ ନିର୍ମିତ ବନ୍ଧୁକ, ବାରୁଦ, ଗନ୍ ପାଉଡର ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jun 15, 2019, 9:38 PM IST

କନ୍ଧମାଳ: ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ପଞ୍ଚାୟତର ଗୁଞ୍ଜିଟି ଜଙ୍ଗଲରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ବେଆଇନ ବନ୍ଧୁକ ତିଆରି କାରଖାନାରେ ଦାରିଙ୍ଗବାଡି ପୋଲିସ ଚଢାଉ କରିଛି । ଏହି ଚଢାଉରେ ଦୁଇଟି ବନ୍ଧୁକ, ତିନୋଟି ଅର୍ଦ୍ଧ ନିର୍ମିତ ବନ୍ଧୁକ, ବାରୁଦ, ଗନ୍ ପାଉଡର୍, ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି । ଏଥିରେ ସଂପୃକ୍ତ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ନୂଆସାହିର ଟୁନା ପ୍ରଧାନ(35) ବୋଲି ଜଣା ପଡିଛି । ତାଠାରୁ ଅନେକ ତଥ୍ୟ ମିଳିଥିବା ପୋଲିସ ସୂଚନା ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଦାରିଙ୍ଗବାଡି ଥାନା ଅଞ୍ଚଳ ଅତ୍ୟନ୍ତ ମାଓ ପ୍ରବଣ ହୋଇଥିବା ବେଳେ ଏହି ବନ୍ଧୁକ କାରଖାନା ଜଙ୍ଗଲ ମଧ୍ୟରେ ମିଳିବା ପୋଲିସର ଚିନ୍ତା ବଢାଇ ଦେଇଛି । ତିଆରି ହେଉଥିବା ବନ୍ଧୁକ କାହାକୁ କାହାକୁ ବିକ୍ରି କରାଯାଇଛି, ସେ ଦିଗରେ ପୋଲିସ ଅଧିକ ତଦନ୍ତ ଜାରିରଖିଛି । ବିଶେଷକରି ମାଓ ସଂଗଠନକୁ ବନ୍ଧୁକ ଯୋଗାଉଥିଲେ କି ନାହିଁ ତାହାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଅଲେଖ ଗରଡିଆ ସୂଚନା ଦେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

slug-illegal gun factory
format-avo
report-sadasiba patra
place-Phulabani(Kandhamal)
date-15.6.2019
କନ୍ଧମାଳ ଜିଲାରେ ବେଆଇନ ବନ୍ଧୁକ କାରଖାନା  । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ପଞ୍ଚାୟତର ଗୁଞ୍ଜିଟି ଜଙ୍ଗଲରେ ଦିର୍ଘ ଦିନ ଧରି ଚାଲିଥିବା ଏକ ବେଆଇନ ବନ୍ଧୁକ ତିଆରି କାରଖାନାରେ ଚଢାଉ କରିଛି ଦାରିଙ୍ଗବାଡି ପୋଲିସ  । ଏହି ମାମଲାରେ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର୍ ହୋଇଯାଇଛନ୍ତି  । ଗିରଫ ନୁଆସାହିର ଟୁନା ପ୍ରଧାନ(35) ଠାରୁ ଅନେକ ତଥ୍ୟ ମିଳିଥିବା ପୋଲିସ ସୂଚନା ଦେଇଛି  । ଦୁଇଟି ବନ୍ଧୁକ, ତିନୋଟି ଅର୍ଧନିର୍ମିତ ବନ୍ଧୁକ,ବାରୁଦ,ଗନ୍ ପାଉଡର୍,ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି ପୋଲିସ  । ଦାରିଙ୍ଗବାଡି ଥାନା ଅଞ୍ଚଳ ଅତ୍ୟନ୍ତ ମାଓ ପ୍ରବଣ ହୋଇଥିବା ବେଳେ ଏପରି ବନ୍ଧୁକ କାରଖାନା ଜଙ୍ଗଲ ମଧ୍ୟରେ ମିଳିବା ପୋଲିସର ଚିନ୍ତା ବଢାଇ ଦେଇଛି  । ବନ୍ଧୁକ ତିଆରି ପରେ କାହାକୁ ଏବଂ କେଉଁ ମାନଙ୍କ ପାଖକୁ ବିକ୍ରି କରାଯାଇଛି ସେ ଦିଗରେ ଅଧିକ ତଦନ୍ତ କରୁଛି ପୋଲିସ  । ମାଓ ସଂଗଠନ ସହିତ ସମ୍ପର୍କରେ ଏହି ଅପରାଧି ଥିଲେ କି ନାହିଁ ତାହାର ମଧ୍ୟ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଅଲେଖ ଗରଡିଆ  ।  
............
ଫିଡ୍ ମେଲ ଓ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.