ETV Bharat / state

ବାହାର ରାଜ୍ୟକୁ ଚାଲାଣ ବେଳେ 10 ଯୁବତୀ ଉଦ୍ଧାର - rescued

ବାହାର ରାଜ୍ୟକୁ ଚାଲାଣ ବେଳେ 10 ଯୁବତୀ ଉଦ୍ଧାର । ଉଦ୍ଧାର ଯୁବତୀଙ୍କ ମଧ୍ୟରେ 2 ଜଣ ନାବାଳିକା ରହିଛନ୍ତି । ତେବେ ଏମାନଙ୍କୁ ରାଇକିଆ ବସଷ୍ଟାଣ୍ଡରୁ ଉଦ୍ଧାର କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 10, 2019, 7:56 PM IST

କନ୍ଧମାଳ: ପୁଣି ଯୁବତୀ ଚାଲାଣ । 10ଜଣ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରିଛି କନ୍ଧମାଳ ରାଇକିଆ ଥାନା ପୋଲିସ । ଏହି ଯୁବତୀଙ୍କୁ ରାଇକିଆ ବସଷ୍ଟାଣ୍ଡରୁ ଉଦ୍ଧାର କରାଯାଇଛି । ଏହି ଉଦ୍ଧାର ବେଳେ ଅନ୍ୟ 10ଜଣ ଫେରାର ହୋଇଯାଇଥିଲେ ।

ଉଦ୍ଧାର ହୋଇଥିବା ଯୁବତୀଙ୍କ ମଧ୍ୟରୁ ଦୁଇ ଜଣ ନାବାଳିକା ଥିବା ଜଣାପଡିଛି । ପୋଲିସ ଚାଲାଣକାରୀକୁ ଅଟକ ରଖି ପଚରାଉଚରା କରୁଛି । ଯୁବତୀମାନଙ୍କୁ କେରଳ ଓ ମହାରାଷ୍ଟ୍ରକୁ କାମ କରିବା ପାଇଁ ପଠା ଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସ 10 ଜଣ ଯୁବତୀଙ୍କୁ ଅନ୍ଯ ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରିଛି । ଉଦ୍ଧାରଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ ଅଛନ୍ତି । ଚାଲାଣକାରୀକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଯୁବତୀ ମାନଙ୍କୁ କେରଳ ଓ ମହାରାଷ୍ଟ୍ରକୁ ପଠା ଯାଉଥିଲା କାମ କରିବା ପାଇଁ ବୋଲି ପୋଲିସ ସୂଚନା ଦେଇଛି। ରାଇକିଆ ବସଷ୍ଟାଣ୍ଡରୁ ଉଦ୍ଧାର ବେଳେ ଅନ୍ୟ ଦଶ ଜଣ ଫେରାର୍ ହୋଇଥିଲେ । Body:କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସ 10 ଜଣ ଯୁବତୀଙ୍କୁ ଅନ୍ଯ ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରିଛି । ଉଦ୍ଧାରଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ ଅଛନ୍ତି । ଚାଲାଣକାରୀକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଯୁବତୀ ମାନଙ୍କୁ କେରଳ ଓ ମହାରାଷ୍ଟ୍ରକୁ ପଠା ଯାଉଥିଲା କାମ କରିବା ପାଇଁ ବୋଲି ପୋଲିସ ସୂଚନା ଦେଇଛି। ରାଇକିଆ ବସଷ୍ଟାଣ୍ଡରୁ ଉଦ୍ଧାର ବେଳେ ଅନ୍ୟ ଦଶ ଜଣ ଫେରାର୍ ହୋଇଥିଲେ । Conclusion:କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସ 10 ଜଣ ଯୁବତୀଙ୍କୁ ଅନ୍ଯ ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରିଛି । ଉଦ୍ଧାରଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ ଅଛନ୍ତି । ଚାଲାଣକାରୀକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଯୁବତୀ ମାନଙ୍କୁ କେରଳ ଓ ମହାରାଷ୍ଟ୍ରକୁ ପଠା ଯାଉଥିଲା କାମ କରିବା ପାଇଁ ବୋଲି ପୋଲିସ ସୂଚନା ଦେଇଛି। ରାଇକିଆ ବସଷ୍ଟାଣ୍ଡରୁ ଉଦ୍ଧାର ବେଳେ ଅନ୍ୟ ଦଶ ଜଣ ଫେରାର୍ ହୋଇଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.