ETV Bharat / state

ପୋଲିସ ଚୋରର ଲୁଚକାଳି ଖେଳରେ ଫସିଗଲା ଅଭିଯୁକ୍ତ - ଲୁଚକାଳି ଖେଳ

ଚଳନ୍ତା ବାଇକରୁ ଖସିଯିବା ପାଇଁ ଚେଷ୍ଟା କରୁଥିବା ଅଭିଯୁକ୍ତ ଜଣକ ବାଇକ ଚଳାଉଥିବା କନେଷ୍ଟବଳଙ୍କ ମୁହଁରେ ଗାମୁଛା ପକାଇବାରୁ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ମାତ୍ର ଗୁରୁତର ଅବସ୍ଥାରେ ଥିବା ସଂପୃକ୍ତ କନେଷ୍ଟବଳ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
author img

By

Published : Jul 30, 2019, 2:30 AM IST

ଫୁଲବାଣୀ: ପୋଲିସ ଚୋରର ଲୁଚକାଳି ଖେଳରେ ଫସିଗଲା ଅଭିଯୁକ୍ତ । ପୋଲିସ ଆଖିରେ ଧୂଳି ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ଚୋରକୁ ପାନେ ଦେଇଛି ପୋଲିସ। ଜିଲ୍ଲାର ଖଜୁରିପଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହିପରି ଘଟଣା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଥାନାରୁ ଜଣେ ଅଭିଯୁକ୍ତକୁ ମୋଟର ସାଇକେଲ ଜରିଆରେ ଫୁଲବାଣୀ କୋର୍ଟକୁ ନେଉଥିଲେ ଉକ୍ତ ଥାନାର ଦୁଇ ଜଣ କନେଷ୍ଟବଳ ଅଗସ୍ତି ପାତ୍ର ଓ ସୁରେନ୍ଦ୍ର ଗଣ୍ଡା । ତେବେ ଚଳନ୍ତା ବାଇକରୁ ଖସିଯିବା ପାଇଁ ଚେଷ୍ଟା କରୁଥିବା ଅଭିଯୁକ୍ତ ଜଣକ ବାଇକ ଚଳାଉଥିବା କନେଷ୍ଟବଳଙ୍କ ମୁହଁରେ ଗାମୁଛା ପକାଇ ଦେଇଥିଲା । ଫଳରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମସ୍ତେ ଗୁରୁତର ଭାବେ ଆହତ ହୋଇଥିଲା । ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଗୁରୁତର ଅବସ୍ଥାରେ ଥିବା ସଂପୃକ୍ତ କନେଷ୍ଟବଳ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପରେ ଥାନାର ଅନ୍ୟ ପୋଲିସ କର୍ମୀ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତକୁ କାବୁ କରିଥିଲେ ।

ତେବେ ଘଟଣାଟି ଏବେ ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଛି । ଅଭିଯୁକ୍ତକୁ ବାଇକ୍ ସାହାଯ୍ୟରେ କୋର୍ଟ ପହଞ୍ଚାଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି । ଏହା ସହିତ ଏହି ଘଟଣାର ଫଟୋ ଭାଇରାଲ ହେବା ପରେ ପୋଲିସକୁ ଘେରିଛନ୍ତି ମାନବାଧିକାର କର୍ମୀ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖଜୁରୀପଡା ଥାନାରୁ ପୋଲିସ ଜଣେ ଅଭିଯୁକ୍ତକୁ ମୋଟରସାଇକେଲରେ ନେଇ ଫୁଲବାଣୀ କୋର୍ଟକୁ ଯିବା ସମୟରେ ଅଭିଯୁକ୍ତ ଜଣଙ୍କ ବାଇକ୍ ଚଳାଉଥିବା କନେଷ୍ଟବଳଙ୍କ ମୁହଁରେ ଗାମୁଛା ପକାଇ ଦେବାରୁ ମଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫେରାର୍ ହୋଇଯିବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । ଦୁର୍ଘଟଣା ଗ୍ରସ୍ତ ହୋଇ କନେଷ୍ଟବଳ ଜଣକ ଗୁରୁତର ହୋଇଥିଲେ । ତଥାପି ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ କନେଷ୍ଟବଲ । ଘଟଣାଟି ଏବେ ଜିଲ୍ଲା ରେ ଆଲୋଚନା ର ବିଷୟ ପାଲଟିଛି । ଅଭିଯୁକ୍ତ କୁ ଏକ ବାଇକ୍ ସାହାଯ୍ୟରେ କୋର୍ଟ ପହଞ୍ଚାଇବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ଯୋର ଧରିଛି । ଏହା ସହିତ ଏହି ଘଟଣାର ଫଟୋ ଭାଇରାଲ ହେବା ପରେ ପୋଲିସକୁ ଘେରିଛନ୍ତି ମାନବାଧିକାର କର୍ମୀ। ଅଭିଯୁକ୍ତକୁ ଧରିବା ପରେ ପୋଲିସ ଯେଉଁ ଭାବରେ ଜୋତାରେ ହାତ ଓ ଗୋଡକୁ ଚକୁଡିବାକୁ ନେଇ ନାପସନ୍ଦ କରାଯାଇଛି ।Body:କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖଜୁରୀପଡା ଥାନାରୁ ପୋଲିସ ଜଣେ ଅଭିଯୁକ୍ତକୁ ମୋଟରସାଇକେଲରେ ନେଇ ଫୁଲବାଣୀ କୋର୍ଟକୁ ଯିବା ସମୟରେ ଅଭିଯୁକ୍ତ ଜଣଙ୍କ ବାଇକ୍ ଚଳାଉଥିବା କନେଷ୍ଟବଳଙ୍କ ମୁହଁରେ ଗାମୁଛା ପକାଇ ଦେବାରୁ ମଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫେରାର୍ ହୋଇଯିବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । ଦୁର୍ଘଟଣା ଗ୍ରସ୍ତ ହୋଇ କନେଷ୍ଟବଳ ଜଣକ ଗୁରୁତର ହୋଇଥିଲେ । ତଥାପି ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ କନେଷ୍ଟବଲ । ଘଟଣାଟି ଏବେ ଜିଲ୍ଲା ରେ ଆଲୋଚନା ର ବିଷୟ ପାଲଟିଛି । ଅଭିଯୁକ୍ତ କୁ ଏକ ବାଇକ୍ ସାହାଯ୍ୟରେ କୋର୍ଟ ପହଞ୍ଚାଇବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ଯୋର ଧରିଛି । ଏହା ସହିତ ଏହି ଘଟଣାର ଫଟୋ ଭାଇରାଲ ହେବା ପରେ ପୋଲିସକୁ ଘେରିଛନ୍ତି ମାନବାଧିକାର କର୍ମୀ। ଅଭିଯୁକ୍ତକୁ ଧରିବା ପରେ ପୋଲିସ ଯେଉଁ ଭାବରେ ଜୋତାରେ ହାତ ଓ ଗୋଡକୁ ଚକୁଡିବାକୁ ନେଇ ନାପସନ୍ଦ କରାଯାଇଛି ।Conclusion:କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖଜୁରୀପଡା ଥାନାରୁ ପୋଲିସ ଜଣେ ଅଭିଯୁକ୍ତକୁ ମୋଟରସାଇକେଲରେ ନେଇ ଫୁଲବାଣୀ କୋର୍ଟକୁ ଯିବା ସମୟରେ ଅଭିଯୁକ୍ତ ଜଣଙ୍କ ବାଇକ୍ ଚଳାଉଥିବା କନେଷ୍ଟବଳଙ୍କ ମୁହଁରେ ଗାମୁଛା ପକାଇ ଦେବାରୁ ମଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫେରାର୍ ହୋଇଯିବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । ଦୁର୍ଘଟଣା ଗ୍ରସ୍ତ ହୋଇ କନେଷ୍ଟବଳ ଜଣକ ଗୁରୁତର ହୋଇଥିଲେ । ତଥାପି ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ କନେଷ୍ଟବଲ । ଘଟଣାଟି ଏବେ ଜିଲ୍ଲା ରେ ଆଲୋଚନା ର ବିଷୟ ପାଲଟିଛି । ଅଭିଯୁକ୍ତ କୁ ଏକ ବାଇକ୍ ସାହାଯ୍ୟରେ କୋର୍ଟ ପହଞ୍ଚାଇବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ଯୋର ଧରିଛି । ଏହା ସହିତ ଏହି ଘଟଣାର ଫଟୋ ଭାଇରାଲ ହେବା ପରେ ପୋଲିସକୁ ଘେରିଛନ୍ତି ମାନବାଧିକାର କର୍ମୀ। ଅଭିଯୁକ୍ତକୁ ଧରିବା ପରେ ପୋଲିସ ଯେଉଁ ଭାବରେ ଜୋତାରେ ହାତ ଓ ଗୋଡକୁ ଚକୁଡିବାକୁ ନେଇ ନାପସନ୍ଦ କରାଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.