ETV Bharat / state

କନ୍ଧମାଳରେ ଆକ୍ସନ ମୁଡରେ ଅବକାରୀ ବିଭାଗ: 13 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ । ବ୍ୟାପକ ଗଞ୍ଜେଇ ନଷ୍ଟ । ଆଗକୁ ପଢନ୍ତୁ...

author img

By

Published : Jan 11, 2020, 2:13 PM IST

ganza seized by police in kandhamal
ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ତେର କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି।

ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା,ମିଡିଆକିଆ ସୀମାବର୍ତ୍ତୀ ଦୁର୍ଗମ ଗ୍ରାମାଞ୍ଚଳର ଜଙ୍ଗଲ ଅଞ୍ଚଳରେ ହେଉଥିଲା ଚାଷ । 130 ଏକରରୁ ଅଧିକ ଜମିରେ ଥିବା 130000 ଗଞ୍ଜେଇ ଗଛ କାଟିବା ପରେ ପୋଡି ଦେଇଥିଲେ ମିଳିତ ଟିମ।

ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ

ଅଭିଯାନରେ ନକ୍ସଲ ବିରୋଧୀ ଏସଓଜି, ଡିବିଏଫ୍ ସହିତ କୋବ୍ରା ବାହିନୀ ଯବାନ ସୁରକ୍ଷା ଯୋଗାଇଥିଲେ । ଏପରି ଚଢାଉ ଲଗାତାର ଜାରି ରହିବ ବୋଲି ସୂଚନା ଦିଆଯାଇଛି।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ୍ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରିଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ତେର କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ୍ ସୂଚନା ଦେଇଛି।Body:ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା,ମିଡିଆକିଆ ସୀମା ବର୍ତ୍ତି ଦୁର୍ଗମ ଗ୍ରାମାଞ୍ଚଳର ଜଙ୍ଗଲ ଅଞ୍ଚଳରେ ଚାଷ କରାଯାଇଥିବା 130 ଏକରରୁ ଅଧିକ ଜମିରେ ଥିବା 130000 ଗଞ୍ଜେଇ ଗଛ କାଟିବା ପରେ ପୋଡି ଦେଇଥିଲେ ମିଳିତ ଟିମ୍। ଅଭିଯାନରେ ନକ୍ସଲ ବିରୋଧୀ ଏସଓଜି,ଡିବିଏଫ୍ ସହିତ କୋବ୍ରା ବାହିନୀ ଯବାନ ସୁରକ୍ଷା ଯୋଗାଇ ଥିଲେ।Conclusion:ଏପରି ଚଢାଉ ଲଗାତାର ଜାରି ରହିବ ବୋଲି ସୂଚନା ଦିଆଯାଇଛି।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.