ETV Bharat / state

ଗଞ୍ଜେଇ ଜବତ, 4 ଗିରଫ - 32 kg ganja sized

ବ୍ରହ୍ମପୁରକୁ ଚୋରାଚାଲାଣ ବେଳେ ଦାରିଙ୍ଗବାଡି ପୋଲିସ 33 କେଜି ଗଞ୍ଜେଇ ଜବତ କରିଛି । ଏହି ଚୋରାଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପ୍ରଥମେ କୋର୍ଟ ଚାଲାଣ କରାଯାଇଥିଲା ।  ପରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Aug 21, 2019, 2:07 PM IST

Updated : Aug 21, 2019, 6:38 PM IST

କନ୍ଧମାଳ: ବ୍ରହ୍ମପୁରକୁ ଚୋରାଚାଲାଣ ବେଳେ ଦାରିଙ୍ଗବାଡି ପୋଲିସ 33 କେଜି ଗଞ୍ଜେଇ ଜବତ କରିଛି । ଏହି ଚୋରାଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପ୍ରଥମେ କୋର୍ଟ ଚାଲାଣ କରାଯାଇଥିଲା । ପରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି । ସେମାନଙ୍କ ଠାରୁ ଗୋଟିଏ ଇଣ୍ଡିଗୋ କାର (ନଂ କେଏ-32-ଏମ 3737)କୁ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁନୁ ମଲିକ(19), ବିଲୀୟମ ଦିଗାଳ(19), ବାପି ଦିଗାଳ(୨୪) ଓ ମହେନ୍ଦ୍ର ମଲିକ(25) । ସମସ୍ତ ଅଭିଯୁକ୍ତ ବାଲିଗୁଡା ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏମାନେ ବାଲିଗୁଡାରୁ ଦାରିଙ୍ଗବାଡ଼ି ଅଞ୍ଚଳ ଦେଇ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ସୋମବାର ଦିନ ସକାଳ 11ଟା ସମୟରେ ଇଣ୍ଡିଗୋ କାରରେ ଗଞ୍ଜେଇ ଚାଲାଣ କରାଯାଉଥିବାର ପୋଲିସ ଖବର ପାଇଥିଲା । ପୋଲିସ ଉପସ୍ଥିତ ଥିବାରୁ ଚାଲାଣକାରୀମାନେ 59ନଂ ଜାତୀୟ ରାଜପଥ ସ୍ରାନିକେତା ଗ୍ରାମ ପାଖରେ କାରଟିକୁ ଛାଡ଼ି ଫେରାର ହୋଇଥିଲେ । ପୋଲିସ ତଦନ୍ତ କରି ମଙ୍ଗଳବାର ରାତିରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଆଜି ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରାଙ୍କ ଉପସ୍ଥିତିରେ କାରରୁ ଗଞ୍ଜେଇ ବାହାର କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ୩୨ କେଜି ୩ ଶହ ଗ୍ରାମ ଗଞ୍ଜେଇ ସମେତ ଇଣ୍ଡିଗୋ କାର (ନଂ କେଏ-୩୨-ଏମ ୩୭୩୭) ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ  ଗୁନୁ ମଲିକ (୧୯),ବିଲୀୟମ ଦିଗାଳ(୧୯) ବାପି ଦିଗାଳ(୨୪)ମହେନ୍ଦ୍ର ମଲିକ(୨୫) । ସଭିଏଁ ବାଲିଗୁଡା ଥାନା ଅଞ୍ଚଳର ହୋଇଥିବା ବେଳେ ବାଲିଗୁଡାରୁ ଦାରିଙ୍ଗବାଡ଼ି ଅଞ୍ଚଳ ଦେଇ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରକୁ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା ବୋଲି ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆ ସୂଚନା ଦେଇଛନ୍ତି। 
ମିଳିଥିବା ସୂଚନା ଅନୁଯାଇ ଗତ କାଲି ସୋମବାର ଦିନ ସକାଳ ୧୧ ସମୟରେ ଇଣ୍ଡିଗୋ କାରରେ ଗଞ୍ଜେଇ ଯାଉଥିବା ନେଇ ଖବର ପାଇ ପୋଲିସ କାରଟିକୁ ଜଗି ଥିବା ବେଳେ ୫୯ ନଂ ଜାତୀୟ ରାଜପଥର ସ୍ରାନିକେତା ଗ୍ରାମ ଠାରେ ଗଞ୍ଜେଇ ବୋଝା କାରଟିକୁ ଛାଡ଼ି ଦେଇ ଚାଲାଣ କାରି ମାନେ ଚମ୍ପଟ ମାରିଥିଲେ।କିନ୍ତୁ ପୋଲିସ କଳ ବଳ କୌଶଳ କରି ଗତ କାଲି ରାତିରେ ଚମ୍ପଟମାରିଥିବା ଯୁବକମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା।ଆଜି ଆଡ଼ିସନାଲ ତହସିଲଦାର ନୀଳକଣ୍ଠ ବେହେରାଙ୍କ ଉପସ୍ଥିରେ କାରରୁ ଗଞ୍ଜେଇ ବାହାର କରାଯାଇଥିଲା।ଏବଂ ପରବର୍ତ୍ତୀ ସମୟରେ ଏଥିରେ ସମ୍ପୃକ୍ତ ଯୁବଙ୍କୁ କୋର୍ଟ ଚାଲାଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାଇ ଗତ କାଲି ଦିନ ସକାଳ ୧୧ ସମୟରେ ଇଣ୍ଡିଗୋ କାରରେ ଗଞ୍ଜେଇ ଯାଉଥିବା ନେଇ ଖବର ପାଇ ପୋଲିସ କାରଟିକୁ ଜଗି ଥିବା ବେଳେ ୫୯ ନଂ ଜାତୀୟ ରାଜପଥର ସ୍ରାନିକେତା ଗ୍ରାମ ଠାରେ ଗଞ୍ଜେଇ ବୋଝା କାରଟିକୁ ଛାଡ଼ି ଦେଇ ଚାଲାଣ କାରି ମାନେ ଚମ୍ପଟ ମାରିଥିଲେ।କିନ୍ତୁ ପୋଲିସ କଳ ବଳ କୌଶଳ କରି ଗତ କାଲି ରାତିରେ ଚମ୍ପଟମାରିଥିବା ଯୁବକମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା।ଆଜି ଆଡ଼ିସନାଲ ତହସିଲଦାର ନୀଳକଣ୍ଠ ବେହେରାଙ୍କ ଉପସ୍ଥିତିରେ କାରରୁ ଗଞ୍ଜେଇ ବାହାର କରାଯାଇଥିଲା।ଏବଂ ପରବର୍ତ୍ତୀ ସମୟରେ ଏଥିରେ ସମ୍ପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି।
Conclusion 
ଜାମିନ ନାମଞ୍ଜୁର ହେବାରୁ ଜେଲକୁ ଯାଇଛନ୍ତି ସମସ୍ତେ ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

Last Updated : Aug 21, 2019, 6:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.