କନ୍ଧମାଳ: ମହାବିଷୁବ ସଂକ୍ରାନ୍ତି, ଓଡ଼ିଆଙ୍କ ନୂଆ ବର୍ଷ । କିନ୍ତୁ ମହାମାରୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନ ଗୁଡିକରେ ଏହି ପର୍ବ ଫିକା ପଡିଯାଇଛି । କନ୍ଧମାଳରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରଶାସନର କଟକଣା ଯୋଗୁଁ ଭକ୍ତମାନେ ମନ୍ଦିରକୁ ଯାଉ ନଥିଲେ। ଜିଲ୍ଲାର ସମସ୍ତ ମନ୍ଦିରରେ ପୋଲିସ ମୃତୟନ କରାଯାଇଛି । ଫଳରେ କେବଳ ମନ୍ଦିରରେ ନୀତିକାନ୍ତି କରାଯାଉଛି ।
କେତେକ ମନ୍ଦିରରେ ଶ୍ରଦ୍ଧାଳୁ ଅମାନିଆ ହୋଇ ଆସିଥିଲେ ମଧ୍ୟ ପରେ ପୋଲିସ ସେମାନଙ୍କୁ ଘଉଡାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ