ETV Bharat / state

ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ଅଯୋଗ୍ୟ ଘୋଷିତ - daringibadi Block chairman disqualified

ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ଅଯୋଗ୍ୟ ଘୋଷିତ । ଅଧ୍ୟକ୍ଷା ଶୁଭେନତ୍ରୀ ପ୍ରଧାନଙ୍କୁ ଆଜି(ମଙ୍ଗଳବାର) ଜିଲ୍ଲା ଜଜ ଅଯୋଗ୍ୟ ଘୋଷଣା କରିଛନ୍ତି । 2 ରୁ ଅଧିକ ସନ୍ତାନ ଥିବା ମାମଲାରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହିତ ତାଙ୍କ ସଭ୍ୟପଦ ମଧ୍ୟ ରଦ୍ଦ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Oct 1, 2019, 2:15 PM IST

ଫୁଲବାଣୀ: ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ଅଯୋଗ୍ୟ ଘୋଷିତ । ଅଧ୍ୟକ୍ଷା ଶୁଭେନତ୍ରୀ ପ୍ରଧାନଙ୍କୁ ଆଜି(ମଙ୍ଗଳବାର) ଜିଲ୍ଲା ଜଜ ଅଯୋଗ୍ୟ ଘୋଷଣା କରିଛନ୍ତି । 2 ରୁ ଅଧିକ ସନ୍ତାନ ଥିବା ମାମଲାରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହିତ ତାଙ୍କ ସଭ୍ୟପଦ ମଧ୍ୟ ରଦ୍ଦ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫଳରେ ଅଧ୍ୟକ୍ଷା ପଦ ହରାଇଛନ୍ତି ସେ । 2017ରେ ନିର୍ବାଚନ ପରେ ତାଜୁଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ରୁଦା ମଲିକ ତାଙ୍କ ବିରୋଧରେ ଜିଲ୍ଲା କୋର୍ଟରେ ମାମଲା ରୁଜୁ କରିଥିଲେ । ଆଇନ ଅନୁସାରେ 21/4/95 ପରେ 2ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନ ଲଢିପାରିବେ ନାହିଁ ବୋଲି ଥିବାବେଳେ ତାଙ୍କର 6ଟି ସନ୍ତାନ ଥିବା ଜଣାପଡିଥିଲା । ଫଳରେ କୋର୍ଟ ତାଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପଂଚାୟତ ସମିତି ଅଧକ୍ଷ ଶୁଭେନତ୍ରୀ ପ୍ରଧାନଙ୍କୁ ଆଜି ଜିଲ୍ଲା ଜଜ ଅଯୋଗ୍ୟ ଘୋଷଣା କରିଛନ୍ତି। ୨ରୁ ଅଧିକ ସନ୍ତାନ ଥିବା ମାମଲାରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଗଜସନ କରିବା ସହିତ ତାଙ୍କ ସଭ୍ୟ ପଦ ମଧ୍ୟ ରଦ୍ଦ କରିଛନ୍ତି। ଫଳରେ ଅଧକ୍ଷ ପଦ ହରାଇଛନ୍ତି ସେ।

Body:2017ରେ ନିର୍ବାଚନ ପରେ ତାଜୁଙ୍ଗିଆ ପଂଚାୟତ ସମିତି ସଭ୍ୟା ରୁଦା ମଲିକ ମାମଲା ରୁଜୁ କରିଥିଲେ ଜିଲ୍ଲା କୋର୍ଟ ରେ। ଏହି ନିର୍ବାଚନ ମାମଲାରେ ଆଇନ ଅନୁସାରେ 21/4/95 ପରେ 2 ରୁ ଅଧିକ ସନ୍ତାନ ଥିବା କେହି ମଧ୍ୟ ପଂଚାୟତ ନିର୍ବାଚନ ଲଢ଼ି ପାରିବେ ନାହିଁ। ତେବେ ଅଧଃଖ୍ୟଙ୍କର 5/7/96ରେ ଅନ୍ୟ ଏକ ସନ୍ତାନ ଥିବା ବେଳେ ମୋଟ 6ଟି ସନ୍ତାନ ରିହିଛି ବୋଲି ଜଣାପଡ଼ିଥିବା ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି।
ବାଇଟ (୧) ସିଧେଶ୍ୱର ଦାସ,ଅଭିଯୋଗକାରିଣୀଙ୍କ ଓକିଲ

Conclusion:ଓଡିଶା ପଂଚାୟତ ସମିତି ଆଇନର ଧାରା 45(ଖ) ଆଧାରରେ ଏହି ରାୟ ଦେଇଛନ୍ତି କନ୍ଧମାଳ ଜିଲା ଦୌରା ଜଜ ଗୌତମ ଶର୍ମା। ଅଧଖ୍ୟା ପଦ ହରାଇଥିବା ଶ୍ରୀମତୀ ପ୍ରଧାନ ହେଇଛନ୍ତି ଘୁ.ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ସ୍ତ୍ରୀ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.