ETV Bharat / state

କନ୍ଧମାଳରେ ସନ୍ଧ୍ୟା 7ରୁ ସକାଳ 7 ଯାଏଁ କର୍ଫ୍ୟୁ

author img

By

Published : May 19, 2020, 11:28 PM IST

କନ୍ଧମାଳରେ ସନ୍ଧ୍ୟା 7 ଟାରୁ ସକାଳ 7ଟା ଯାଏଁ କର୍ଫ୍ଯୁ ଜାରି । ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

od_kld_ Curfew
କନ୍ଧମାଳରେ ସନ୍ଧ୍ୟା 7ରୁ ସକାଳ 7 ଯାଏଁ କର୍ଫ୍ୟୁ

ଫୁଲବାଣୀ: ମଙ୍ଗଳବାର ଠାରୁ ଜିଲ୍ଲାରେ ଜାରି ହୋଇଛି ରାତ୍ରିକାଳୀନ କର୍ଫ୍ଯୁ । ସନ୍ଧ୍ୟା 7 ଟାରୁ ସକାଳ 7ଟା ଯାଏଁ କର୍ଫ୍ଯୁ ଜାରି କରିଛନ୍ତି ଜିଲ୍ଲାପାଳ ।

od_kld_ Curfew
କନ୍ଧମାଳରେ କର୍ଫ୍ଯୁ

କନ୍ଧମାଳରେ ସୋମବାର 2 ଜଣ କୋରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାକୁ ବିଭିନ୍ନ ରାଜ୍ଯରୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ସୁରକ୍ଷା ପାଇଁ କର୍ଫ୍ଯୁ ଜାରି କରିଛନ୍ତି ଜିଲ୍ଲାପାଳ ବୃନ୍ଦା ଡି । ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । କେବଳ ଜରୁରୀକାଳୀନ ବ୍ଯବସ୍ଥାକୁ ବାଦ ଦିଆଯାଇଛି ।

ପ୍ରକାଶ ଯେ, ଆସନ୍ତା ଦୁଇ ତିନି ଦିନରେ ଜିଲ୍ଲାକୁ ବହୁ ଶ୍ରମିକ ଫେରିବେ । ଏଥିପାଇଁ ପ୍ରାୟ 40 ହଜାର ପଞ୍ଜିକରଣ କରିଥିବା ବେଳେ ପ୍ରାୟ କୋଡିଏ ହଜାର ସପ୍ତାହେ ମଧ୍ୟରେ ଫେରିବେ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.