ETV Bharat / state

କନ୍ଧମାଳରେ ଶୀତର ରାଜୁତି, ଜନଜୀବନ ପ୍ରଭାବିତ - Cold wave continious flow in odisha

ବର୍ଷା ପରେ ବୃଦ୍ଧି ପାଉଛି ଶୀତର ପ୍ରକୋପ । ଫୁଲବାଣୀରେ ମଙ୍ଗଳବାର ତାପମାତ୍ରା 11.3 ଡିଗ୍ରୀ ରେକର୍ଡ । ଅଧିକ ପଢନ୍ତୁ...

Cold wave
କନ୍ଧମାଳରେ ଶୀତର ରାଜୁତି
author img

By

Published : Feb 11, 2020, 2:12 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବର୍ଷା ପାଗ ଅପସରି ଯିବା ପରେ ପୁଣି ଶୀତର ପ୍ରକୋପ ବଢିବାରେ ଲାଗିଛି। ସାରା ଜିଲ୍ଳାକୁ ଢାଙ୍କି ରଖିଛି ଘନ କୁହୁଡି। 10 ମିଟରକୁ କମି ଆସିଛି ଦୃଶ୍ୟମାନ। ଫଳରେ ଗାଡି ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ସତର୍କତା ଅବଲମ୍ବନ କରିବାକୁ ଆଡଭାଇଜରି ଜାରି କରିଛି ପରିବହନ ବିଭାଗ।

କନ୍ଧମାଳରେ ଶୀତର ରାଜୁତି

ଫୁଲବାଣୀରେ ମଙ୍ଗଳବାର ତାପମାତ୍ରା 11.3 ଡିଗ୍ରୀକୁ ଖସି ଆସିଛି। ଗତ 3 ଦିନ ମଧ୍ୟରେ ତାପମାତ୍ରା 5 ଡିଗ୍ରୀକୁ ଖସିଲାଣି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ମଧ୍ୟ ଘଟୁଛି। ଦିନ 9ଟା ଯାଏଁ କୁହୁଡି ଢାଙ୍କି ରଖୁଛି। ରାତି ତମାମ ଘନକୁହୁଡିର ପ୍ରକୋପ ଫଳରେ 157 ଏବଂ 59 ନମ୍ବର ଜାତୀୟ ରାଜପଥ ସହିତ ରାଜ୍ୟ ରାଜପଥରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ବର୍ଷା ପାଗ ଅପସରି ଯିବା ପରେ କନ୍ଧମାଳ ଜିଲ୍ଲାରେ ପୁଣି ଶୀତରପ୍ରକୋପ ବଢ଼ିଯାଇଛି। ସାରା ଜିଲ୍ଳାକୁ ଘନ କୁହୁଡି ଢାଙ୍କି ରଖୁଛି। ଦଶ ମିଟରକୁ କମିଆସିଛି ଦୃଶ୍ୟମାନ। ଫଳରେ ଗାଡି ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ସତର୍କତା ଅବଲମ୍ବନ କରିବାକୁ ଆଡ଼ଭାଇଜରି ଜାରି କରିଛି ପରିବହନ ବିଭାଗ।

Body:ମେଘ ଚାଲିଯିବା ପରେ ଏବେ ଶୀତର ରାଜୁତି। ଫୁଲବାଣୀରେ ଆଜିର ତାପମାତ୍ରା 11.3 ଡିଗ୍ରୀକୁ ଖସି ଆସିଛି। ଗତ 3 ଦିନ ମଧ୍ୟରେ ତାପମାତ୍ରା 5ଡିଗ୍ରୀ ଖସିଲାଣି। ଫଳରେ ଶୀତର ପ୍ରକୋପ ବଢ଼ିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଛି। ଦିନ 9ଟା ଯାଏଁ କୁହୁଡି ଢାଙ୍କି ରଖୁଛି। ରାତି ତମାମ ଘନକୁହୁଡ଼ିର ପ୍ରକୋପ ଫଳରେ 157 ଏବଂ 59 ନମ୍ବର ଜାତୀୟ ରାଜପଥ ସହିତ ରାଜ୍ୟ ରାଜପଥରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।

Conclusion:ଶୀତ ସହିତ ଘନ କୁହୁଡି ଜନଜୀବନକୁ ପ୍ରଭାବିତ କରିଛି।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.