ETV Bharat / state

ଫୁଲବାଣୀରେ ବଡଦିନ: ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ

ଯୀଶୁଙ୍କ ଜନ୍ମଦିବସକୁ ନେଇ ଖୁସି ମନାଇବା ସହ ଚଳଚଞ୍ଚଳ ହୋଇଯାଇଛି ସମଗ୍ର ଜିଲ୍ଲା । ଏଥିପାଇଁ ଚର୍ଚ୍ଚକୁ ମଧ୍ୟରାତ୍ରିରୁ ହିଁ ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ଭିଡ ଜମୁଛି ।

author img

By

Published : Dec 25, 2019, 2:20 PM IST

christmass celebration
ବଡଦିନ ସିଲେବ୍ରେସନ

ଫୁଲବାଣୀ: କନ୍ଧମାଳରେ ବଡ ଧୁମଧାମରେ ପାଳନ ହେଉଛି ବଡ ଦିନ । ଯୀଶୁଙ୍କ ଜନ୍ମଦିବସକୁ ନେଇ ଖୁସି ମନାଇବା ସହ ଚଳଚଞ୍ଚଳ ହୋଇଯାଇଛି ସମଗ୍ର ଜିଲ୍ଲା । ଏଥିପାଇଁ ଚର୍ଚ୍ଚକୁ ମଧ୍ୟରାତ୍ରିରୁ ହିଁ ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ଭିଡ ଜମୁଛି ।

ବଡଦିନ ସିଲେବ୍ରେସନ

କନ୍ଧମାଳ ଜିଲ୍ଲାର ଶହ ଶହ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ବଡ଼ଦିନ ଉପାସନା ଚାଲିଛି । ନାଚ, ଗୀତ, ପ୍ରାର୍ଥନା ମାଧ୍ୟମରେ ଯୀଶୁଖ୍ରୀଷ୍ଟଙ୍କୁ ସ୍ବାଗତ କରାଯାଇଛି । ଯୀଶୁଙ୍କ ବନ୍ଦନା ସହିତ ନାନାଦି ଉପାସନା ଓ ପ୍ରାର୍ଥନା କରୁଛନ୍ତି ଜିଲ୍ଲାର ଲକ୍ଷାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । ବାଇବେଲ ପାଠ, କ୍ୟାରେଲ, ବାକ୍ୟ ପ୍ରଦାନ ସହିତ ନାନାଦି ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟ ଜାରି ରହିଛି। ଆନନ୍ଦ ଉତ୍ସାହରେ ପାଳନ ହେଉଛି ବଡଦିନ।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

Intro:ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ଧରବତରଣ କରିଛନ୍ତି। ଯୀଶୁଙ୍କ ଜଙ୍କକୁ ନେଇ କନ୍ଧମାଳ ଜିଲ୍ଲା ଚଳଚଞ୍ଚଳ ହୋଇଯାଇଛି। ଶହ ଶହ ଚର୍ଚ୍ଚ ରଙ୍ଗୀନ ଆଲୋକରେ ସଜ୍ଜିତ । ଯୀଶୁଙ୍କ ଜନ୍ମୋତ୍ସଵ ପାଳନ ହୋଇଛି ମଧ୍ୟ ରାତ୍ରିରୁ। ଆଜି ବଡ଼ଦିନ ପାଳନ କରାଯାଉଛି ଆନନ୍ଦ ମନରେ।

Body:ଜିଲ୍ଲାର ଶହ ଶହ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ଆଜି ବଡ଼ଦିନ ଉପାସନା ଚାଲିଛି। ଯୀଶୁଙ୍କ ବନ୍ଦନା ସହିତ ନାନାଦି ଉପାସନା ଓ ପ୍ରାର୍ଥନା କରୁଛନ୍ତି ଜିଲାର ଲକ୍ଷାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ। ବାଇବେଲ ପାଠ,କ୍ୟାରୋଲ,ବାକ୍ୟ ପ୍ରଦାନ ସହିତ ନାନାଦି ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟ ଜାରି ରହିଛି ଜିଲ୍ଲାରେ। ଘରେ ଘରେ ପିଠା ପଣାର ମାହୋଲ । ଆନନ୍ଦ ଉତ୍ସାହରେ ପାଳନ ହେଉଛି ବଦଦିନ।
ପିଟିସି ସଦାଶିଵ ପାତ୍ର,ଈଟିଭି ଭାରତ ପ୍ରତିନିଧି

Conclusion:କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.