ETV Bharat / state

ବିଜେପିରେ ମିଶିଲେ ସମାଜସେବୀ ସୁସ୍ମିତା - Kandhamal

ସମାଜସେବୀ ସୁସ୍ମିତା ଜେନାଙ୍କୁ ବିଜେପି କ୍ୟାମ୍ପକୁ ସ୍ବାଗତ କଲା ଦଳ । ଫୁଲବାଣୀରେ ବିଜେପିର ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି ସୁସ୍ମିତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 2, 2019, 5:01 AM IST

ଫୁଲବାଣୀ: ସମାଜସେବୀ ସୁସ୍ମିତା ଜେନାଙ୍କୁ ବିଜେପି କ୍ୟାମ୍ପକୁ ସ୍ବାଗତ କଲା ଦଳ । ଫୁଲବାଣୀରେ ବିଜେପିର ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି ସୁସ୍ମିତା । ଏକ ବୃହତ୍ତର ପରିଧିରେ କାମ କରିବା ସହ ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି ବୋଲି କହିଛନ୍ତି ଶ୍ରୀମତି ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ, ଗଞ୍ଜାମ, ନୟାଗଡ, କଳାହାଣ୍ଡିରେ କାମ କରୁଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ‘ସ୍ବାତୀ’ର ମୁଖ୍ୟ ସମାଜସେବୀ ସୁସ୍ମିତାଙ୍କ ଦୀର୍ଘଦିନର ଲୋକ ସମ୍ପର୍କରେ ଦକ୍ଷତା ରହିଛି । ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଡ.ଅଶ୍ବର୍ଯ୍ୟା ବିଶ୍ବାଳ, ଦିଲ୍ଲୀ ଆଇଟି ସେଲ ଓ ରାଜ୍ୟ କୃଷକ ମୋର୍ଚ୍ଚାର ସମ୍ପାଦିକା ଅନୁ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ବିଜେପି ଜିଲ୍ଲା ସଭାପତି, ଜିଲ୍ଲା ସାଧାରଣ ସମ୍ପାଦକ ତପନ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଘୁ.ଉଦୟଗିରି ବିଧାନସଭା ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନ ମଧ୍ୟ ଉପସ୍ଥିତ ରହି ଶ୍ରୀମତୀ ଜେନାଙ୍କୁ ସ୍ବାଗତ କରିଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

ବିଜେପିରେ ମିଶିଲେ ସମାଜସେବୀ ସୁସ୍ମିତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.