ETV Bharat / state

ଫୁଲବାଣୀରେ ବିଜେପିର ସାମ୍ବାଦିକ ସମ୍ମିଳନୀ - ଫୁଲବାଣୀରେ ରାଜ୍ୟ ବିଜେପି

ସାମ୍ବାଦିକ ସମ୍ମିଳନୀ ଜରିଆରେ ଅବଗତ କଲା ରାଜ୍ୟ ବିଜେପି । ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ରାଜ୍ୟ ସରକାର ବିରୋଧରେ ରାଜ୍ୟବାସୀଙ୍କ ଅସନ୍ତୋଷ ବିଜେପିକୁ ବିଶ୍ବାସନୀୟ କରିଥିବା କହିଛନ୍ତି ମୁଖପାତ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Sep 28, 2019, 12:44 PM IST

ଫୁଲବାଣୀ: ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ବେ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟ କରିଚାଲିଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମ ଦ୍ବାରା ଲୋକଙ୍କୁ ବୁଝାଇବାକୁ ପ୍ରୟାସ କରିଛି ବିଜେପି ।

ଫୁଲବାଣୀରେ ରାଜ୍ୟ ବିଜେପି ମୁଖପାତ୍ର ଦେଶ ଅର୍ଥନୀତିର ସ୍ଥିତି ବିଷୟରେ ଅବଗତ କରାଇଛନ୍ତି । ମୋଦି ସରକାର ନେତୃତ୍ବରେ ଅର୍ଥ ବ୍ୟବସ୍ଥା ଠିକ ଥିବା ବିଜେପି କହିଛି । ଫୁଲବାଣୀ ସର୍କିଟ ହାଉସ ଠାରେ ବିଜେପି ରାଜ୍ୟ ମୁଖପାତ୍ର ସାମ୍ବାଦିକଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ରାଜ୍ୟରେ ଜନ ଅସନ୍ତୋଷକୁ ନେଇ ବିଜେପି ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିଛି । ଏହି କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାକୁ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୟେ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟ କରିଚାଲିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମ ଦ୍ୱାରା ଲୋକଙ୍କୁ ବୁଝାଇବାକୁ ପ୍ରୟାଶ କରିଛି ବିଜେପି। ଫୁଲବାଣୀରେ ରାଜ୍ୟ ବିଜେପି ମୁଖପାତ୍ର ଦେଶ ଅର୍ଥନୀତିର ସ୍ଥିତି କଥା କହିଛନ୍ତି।

Body:ମୋଦି ସରକାରଙ୍କ ନେତୃତ୍ୱରେ ଅର୍ଥ ବ୍ୟବସ୍ଥା ଠିକ ଥିବା ବିଜେପି କହିଛି। ଫୁଲବାଣୀ ସର୍କିଟ ହାଉଷ ଠାରେ ବିଜେପି ରାଜ୍ୟ ମୁଖପାତ୍ର ସାମ୍ବାଦିକଙ୍କୁ ବୁଝାଇଛନ୍ତି।
ବାଇଟ(୧) ଉର୍ମିଳା ମହାପାତ୍ର,ରାଜ୍ୟ ବିଜେପି ମୁଖପାତ୍ର

Conclusion:ଜନ ଅସନ୍ତୋଷକୁ ନେଇ ବିଜେପି ଲୋକଙ୍କ ବିସ୍ୱାଶ ପାଇ ଏପରି କାଯ୍ୟକ୍ରମ ହାତକୁ ନେଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.