ଭୁବନେଶ୍ବର: କନ୍ଧମାଳ ଜିଲ୍ଲାର ଜି- ଉଦୟଗିରି ନିର୍ବାଚନ ମଣ୍ଡଳୀର 4 ବ୍ଲକ ଦଖଲ କରିବ ବିଜେଡି । 4 ବ୍ଳକରେ ଚେୟାରମ୍ୟାନ ଅଧ୍ୟକ୍ଷ ବିଜେଡି ଦଖଲକୁ ଆସିବ । ଏହି ଦାବି କରିଛନ୍ତି ଜି- ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ।
ବିଧାୟକ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ଜି- ଉଦୟଗିରି ନିର୍ବାଚନ ମଣ୍ଡଳୀର 4 ବ୍ଲକ ଦଖଲ କରିବ ବିଜେଡି । 4 ବ୍ଳକରେ ଚେୟାରମ୍ୟାନ ଅଧ୍ୟକ୍ଷ ବିଜେଡି ଦଖଲକୁ ଆସିବ । ଜି ଉଦୟଗିରି, ଦାରିଙ୍ଗବାଡି, ଟିକାବାଲି ଓ ରାଇକିଆ ବ୍ଲକ ବିଜେଡି ଦଖଲ କରିବ ବୋଲି ଦାବି କରିଛନ୍ତି ଜି- ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ