ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନକୁ ଅଧିକ ଶାଣିତ କରାଯିବ। ବର୍ତ୍ତମାନ ଜାରି ରହିଥିବା ଅପରେସନକୁ ଆହୁରି ତ୍ବରାନ୍ବିତ କରାଯିବ । ଏବେ ଏହା ହିଁ ପ୍ରମୁଖ ଦାୟିତ୍ବ ବୋଲି କହିଛନ୍ତି ନୂତନ ଏସପି ଭିନିତ ଅଗ୍ରୱାଲ। ଜିଲ୍ଲାରେ ଚାଲିଥିବା ଗଞ୍ଜେଇ ବିରୋଧୀ ଅଭିଯାନ ମଧ୍ୟ ଜାରି ରହିବ। ବର୍ତ୍ତମାନ କରୋନାକୁ ନେଇ କାମ ଜାରିରହିବ ବୋଲି କହିଛନ୍ତି ଏସପି।
ନକ୍ସଲ ଦମନ ଅଭିଯାନରେ ରହିବ ସର୍ବାଧିକ ଫୋକସ: ଭିନିତ ଅଗ୍ରୱାଲ - anti naxal operation
କନ୍ଧମାଳର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଭିିନିତ ଅଗ୍ରୱାଲ । ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନକୁ ଅଧିକ ଶାଣିତ କରାଯିବ। ବର୍ତ୍ତମାନ ଜାରି ରହିଥିବା ଅପରେସନକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି ।
![ନକ୍ସଲ ଦମନ ଅଭିଯାନରେ ରହିବ ସର୍ବାଧିକ ଫୋକସ: ଭିନିତ ଅଗ୍ରୱାଲ ଭିନିତ ଅଗ୍ରୱାଲ](https://etvbharatimages.akamaized.net/etvbharat/prod-images/768-512-8104526-thumbnail-3x2-aaaa.jpg?imwidth=3840)
ଭିନିତ ଅଗ୍ରୱାଲ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନକୁ ଅଧିକ ଶାଣିତ କରାଯିବ। ବର୍ତ୍ତମାନ ଜାରି ରହିଥିବା ଅପରେସନକୁ ଆହୁରି ତ୍ବରାନ୍ବିତ କରାଯିବ । ଏବେ ଏହା ହିଁ ପ୍ରମୁଖ ଦାୟିତ୍ବ ବୋଲି କହିଛନ୍ତି ନୂତନ ଏସପି ଭିନିତ ଅଗ୍ରୱାଲ। ଜିଲ୍ଲାରେ ଚାଲିଥିବା ଗଞ୍ଜେଇ ବିରୋଧୀ ଅଭିଯାନ ମଧ୍ୟ ଜାରି ରହିବ। ବର୍ତ୍ତମାନ କରୋନାକୁ ନେଇ କାମ ଜାରିରହିବ ବୋଲି କହିଛନ୍ତି ଏସପି।
ନକ୍ସଲ ଦମନ ଅଭିଯାନ ଉପରେ ସର୍ବାଧିକ ଫୋକସ: ଭିନିତ ଅଗ୍ରୱାଲ
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ
ନକ୍ସଲ ଦମନ ଅଭିଯାନ ଉପରେ ସର୍ବାଧିକ ଫୋକସ: ଭିନିତ ଅଗ୍ରୱାଲ
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ