ETV Bharat / state

ନକ୍ସଲ ଦମନ ଅଭିଯାନରେ ରହିବ ସର୍ବାଧିକ ଫୋକସ: ଭିନିତ ଅଗ୍ରୱାଲ

କନ୍ଧମାଳର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଭିିନିତ ଅଗ୍ରୱାଲ । ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନକୁ ଅଧିକ ଶାଣିତ କରାଯିବ। ବର୍ତ୍ତମାନ ଜାରି ରହିଥିବା ଅପରେସନକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି ।

ଭିନିତ ଅଗ୍ରୱାଲ
ଭିନିତ ଅଗ୍ରୱାଲ
author img

By

Published : Jul 20, 2020, 9:40 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନକୁ ଅଧିକ ଶାଣିତ କରାଯିବ। ବର୍ତ୍ତମାନ ଜାରି ରହିଥିବା ଅପରେସନକୁ ଆହୁରି ତ୍ବରାନ୍ବିତ କରାଯିବ । ଏବେ ଏହା ହିଁ ପ୍ରମୁଖ ଦାୟିତ୍ବ ବୋଲି କହିଛନ୍ତି ନୂତନ ଏସପି ଭିନିତ ଅଗ୍ରୱାଲ। ଜିଲ୍ଲାରେ ଚାଲିଥିବା ଗଞ୍ଜେଇ ବିରୋଧୀ ଅଭିଯାନ ମଧ୍ୟ ଜାରି ରହିବ। ବର୍ତ୍ତମାନ କରୋନାକୁ ନେଇ କାମ ଜାରିରହିବ ବୋଲି କହିଛନ୍ତି ଏସପି।

ନକ୍ସଲ ଦମନ ଅଭିଯାନ ଉପରେ ସର୍ବାଧିକ ଫୋକସ: ଭିନିତ ଅଗ୍ରୱାଲ
ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯିବ। ମହାମାରୀ ସମୟରେ ଜିଲ୍ଲାବାସୀ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି ନୂତନ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.