ETV Bharat / state

'ଫନି' ପରେ ଫେରିଲା ତାତି, କନ୍ଧମାଳରେ ବର୍ଷୁଛି ନିଆଁ ଝୁଲ

କିଛି ଦିନ ପାଇଁ ଗ୍ରୀଷ୍ମପ୍ରବାହ ଉଭେଇ ଯିବା ପରେ ପୁଣି ପୂର୍ବ ଭଳି ଫେରିଛି ତାତି ।ଅସହ୍ୟ ତାତିରେ ଭାଜି ହେଉଛନ୍ତି ଜିଲ୍ଲାବାସୀ । କନ୍ଧମାଳ ଜିଲାରେ ହାରାହାରି ତାପମାତ୍ରା ଗତ ଦୁଇ ଦିନ ମଧ୍ୟରେ 8 ଡିଗ୍ରୀ ବୃଦ୍ଧି ପାଇଛି  ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର
author img

By

Published : May 7, 2019, 10:22 PM IST

କନ୍ଧମାଳ: ଫେରିଯାଇଛି ବାତ୍ୟା ଫନି । ରାଜ୍ୟର ଅନେକ ସ୍ଥାନରେ ଫନି କେଇ ଘଣ୍ଟା ମଧ୍ୟରେ ଖଣ୍ଡ ପ୍ରଳୟ ରଚିଥିବା ବେଳେ ଜିଲ୍ଲାରେ ସେଭଳି ପ୍ରଭାବ ପଡିନାହିଁ । ଫନି ପ୍ରଭାବରେ ବର୍ଷା ହୋଇଥିଲା । ତେବେ କିଛି ଦିନ ପାଇଁ ଗ୍ରୀଷ୍ମପ୍ରବାହ ଉଭେଇ ଯିବା ପରେ ପୁଣି ପୂର୍ବ ଭଳି ଫେରିଛି ତାତି । ଏହି ଅସହ୍ୟ ତାତିରେ ଭାଜି ହେଉଛନ୍ତି ଜିଲ୍ଲାବାସୀ । କନ୍ଧମାଳ ଜିଲାରେ ହାରାହାରି ତାପମାତ୍ରା ଗତ ଦୁଇ ଦିନ ମଧ୍ୟରେ 8 ଡିଗ୍ରୀ ବୃଦ୍ଧି ପାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର

ଆଜି ଫୁଲବାଣୀର ତାପମାତ୍ରା 40 ଡିଗ୍ରୀ ଛୁଇଁଛି ଏବଂ 40.5 ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି ।

ସେହିପରି ଜିଲାର ବାଲିଗୁଡା, ଘୁ.ଉଦୟଗିରି, ରାଇକିଆ, ଟିକାବାଲି, ତୁମୁଡିବନ୍ଧ ସବୁଠି ତାପମାତ୍ରା ବୃଦ୍ଧି ପାଉଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

dffd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.