ETV Bharat / state

ସିଏଏକୁ ସମର୍ଥନ କରି ଫୁଲବାଣୀରେ ଏବିଭିପିର ଶୋଭାଯାତ୍ରା

author img

By

Published : Dec 20, 2019, 6:34 PM IST

ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରି ଫୁଲବାଣୀରେ ଶୋଭାଯାତ୍ରା କରିଛି ଏବିଭିପି । ଅଧିକ ପଢନ୍ତୁ...

abvp-rally-for-supports-of-citizen-ammendment-act-in-phulbani
ଫଟୋ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ

ଫୁଲବାଣୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହେଉଥିବା ବେଳେ ସିଏଏକୁ ସମର୍ଥନ କରି ଫୁଲବାଣୀରେ ଶୋଭାଯାତ୍ରା କରିଛି ଏବିଭିପି ।

ସିଏଏକୁ ସମର୍ଥନ କରି ଫୁଲବାଣୀରେ ଏବିଭିପିର ଶୋଭାଯାତ୍ରା

ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରି ଫୁଲବାଣୀରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରା କରିଛନ୍ତି। ଫୁଲବାଣୀର ମାଦିକୁନ୍ଧା ଛକରୁ ଶହ ଶହ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ବିଭିନ୍ନ ସ୍ଲୋଗାନ ଦେଇ ସରକାରଙ୍କ ନାଗରିକତା ସଂଶୋଧନ ଆଇନ (ସିଏଏ) ଆଇନକୁ ସମର୍ଥନ କରିଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରି ଫୁଲବାଣୀରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରା କରିଛନ୍ତି। ମାଦିକୁଂଦା ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଶହ ଶହ ଛାତ୍ରଛାତ୍ରୀ।

Body:ବିଭିନ୍ନ ସ୍ଲୋଗାନ ଦେଇ ସରକାରଙ୍କ ଏହାଜ ନୂଆ ଆଇନ କୁ ସମର୍ଥନ କରିଥିଲେ।

Conclusion:କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.