ETV Bharat / state

‘କଂଗ୍ରେସ ଆସିଲେ ହସିବେ ଚାଷୀ’

ରାଜନୀତିରେ ନବାଗତ ଯୁବ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ବାଲିଗୁଡା ବିଧାନସଭା ପ୍ରାର୍ଥୀ ସୀମନ ମଲିକ। ବିଜୟୀ ହେଲେ ପ୍ରଥମେ ଚାଷୀଙ୍କ ସମସ୍ୟା ଦୂର କରିବା ସହ ନିର୍ବାଚନୀ ମଣ୍ଡଳୀରେ ଥିବା ସମସ୍ତ ସମସ୍ୟା ଦୂର କରିବେ। କଂଗ୍ରେସ ଆସିବ ଏବଂ ଚାଷୀ ହସିବ ରହିଛି ତାଙ୍କର ସ୍ଲୋଗାନ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ
author img

By

Published : Apr 12, 2019, 11:08 PM IST

ଫୁଲବାଣୀ: ରାଜନୀତିରେ ନବାଗତ ଯୁବ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ବାଲିଗୁଡା ବିଧାନସଭା ପ୍ରାର୍ଥୀ ସୀମନ ମଲିକ। ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ଚାଷୀଙ୍କ ସମସ୍ୟା ସମାଧାନ କରିବା ପ୍ରାଥମିକତା ରହିବ । କଂଗ୍ରେସ ଆସିବ ଏବଂ ଚାଷୀ ହସିବ ସ୍ଲୋଗାନ ନେଇ ଲଢେଇ କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ

ଚାଷୀଙ୍କ ସମସ୍ୟା ଦୂର କରିବା ହିଁ ମୂଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ସୀମନ ମଲିକ । ଯୋଜନା ଅନେକ କିନ୍ତୁ ଜିଲ୍ଲାବାସୀଙ୍କୁ ମିଳୁନି ଏହାର ଫାଇଦା । ହିତାଧିକାରୀଙ୍କୁ ସେମାନଙ୍କ ହକ୍ ମିଳିବା ମୂଳ ଲକ୍ଷ୍ୟ ହେବ କହିଛନ୍ତି ସୀମନ । ବିଧାୟକ ପାଣ୍ଠିର ସୁବିନିଯୋଗ କେବଳ କଂଗ୍ରେସ ଆସିଲେ ହେବ ବୋଲି କହିଛନ୍ତି ପ୍ରାର୍ଥୀ । ଈଟିଭି ଭାରତର ନେତାଙ୍କୁ ପା଼୍ଞ୍ଚ ପ୍ରଶ୍ନ କାର୍ଯ୍ୟକ୍ରମରେ ସ୍ପଷ୍ଟ ଉତ୍ତର ରଖିଛନ୍ତି ଏହି .ଯୁବ ପ୍ରାର୍ଥୀ ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Intro:Body:

ddghd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.