ETV Bharat / state

କନ୍ଧମାଳ ପାଳିତ ହେବ ସ୍ବାମୀଜିଙ୍କ ଏକାଦଶାହ ଶ୍ରାଦ୍ଧ ଦିବସ

କନ୍ଧମାଳ ଜିଲ୍ଲା ଚକାପାଦ ଓ ଜଲେସପଟ୍ଟାରେ ଆୟୋଜନ ହେବ ସ୍ବାମିଜୀଙ୍କ ଏକାଦଶ ଶ୍ରାଦ୍ଧ ଦିବସ । ମିଜୀଙ୍କୁ ସାରା ଡିଲାରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ ଅନୁଗାମୀ ଓ ଶ୍ରଦ୍ଧାଳୁ।

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ
author img

By

Published : Aug 23, 2019, 6:52 AM IST

କନ୍ଧମାଳ: ଜନ୍ମାଷ୍ଟମୀରେ ପାଳିତ ହେବ ସ୍ବାମିଜୀଙ୍କ ଏକାଦଶ ଶ୍ରାଦ୍ଧ ଦିବସ । ତାଙ୍କ ଶ୍ରାଦ୍ଧ ଦିବସ କନ୍ଧମାଳ ଜିଲ୍ଲା ଚକାପାଦ ଓ ଜଲେସପଟ୍ଟାରେ ଆୟୋଜନ କରାଯିବ। ତେବେ 2008 ଜନ୍ମାଷ୍ଠମୀ ଦିନରେ ଅଗଷ୍ଟ 23 ତାରିଖ ରାତିରେ ଗୁଳି ମାରି ସ୍ବାମିଜୀଙ୍କ ହତ୍ୟା କରାଯାଇଥିଲା। ଏହି ଗୁଳିକାଣ୍ଡରେ ସ୍ବାମିଜୀଙ୍କ ସହିତ ଅନ୍ୟ 4 ଜଣଙ୍କୁ ମଧ୍ୟ ପ୍ରାଣହରାଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ତେବେ ଫୁଲବାଣୀରେ ମଧ୍ୟ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ। ଏନେଇ ଶାନ୍ତିଶୃଙ୍ଖଳାକୁ ଆଖିଆଗରେ ରଖି ଜିଲ୍ଲାରେ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସ୍ବାମିଜୀଙ୍କୁ ସାରା ଡିଲାରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ ଅନୁଗାମୀ ଓ ଶ୍ରଦ୍ଧାଳୁ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

dfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.