ETV Bharat / state

ଡାକ୍ତର ନିଯୁକ୍ତି ଦାବିରେ ଯୁବ କଂଗ୍ରେସର ଗଣଧାରଣା - ଗଣଧାରଣା

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେବ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଉଁ ଯୁବ କଂଗ୍ରେସର ଗଣଧାରଣା । ଅଧିକ ପଢନ୍ତୁ...

ଯୁବ କଂଗ୍ରେସର ଗଣଧାରଣା
ଯୁବ କଂଗ୍ରେସର ଗଣଧାରଣା
author img

By

Published : Mar 9, 2021, 10:00 AM IST

ଭବାନୀପାଟଣା: ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେବ ଖାଲି ପଡିଛି ଡାକ୍ତର, ନର୍ସ,ଫାର୍ମାସିଷ୍ଟ ପଦବୀ । ଏହି ପଦ ପୂରଣ ପାଇଁ ଦାବି କରି ଯୁବ କଂଗ୍ରେସ ତରଫରୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଆଗରେ ଧାରଣାରେ ବସିଛନ୍ତି ।

ଯୁବ କଂଗ୍ରେସର ଗଣଧାରଣା

ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟରେ ଅନେକ ଦିନରୁ ଡାକ୍ତର , ନର୍ସ , ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ପଦ ଖାଲି ପଡିଛି । ଏ ନେଇ ଅନେକଥର ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଦାବି କରିଥିଲେ ସୁଦ୍ଧା କୌଣସି ସୁଫଳ ନାହିଁ ।

ପଦ ପୂରଣ ପାଇଁ ଯୁବ କଂଗ୍ରେସର ଜିଲ୍ଲା ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଧର୍ମଗଡ଼ ଉପଖଣ୍ଡର ବିଭିନ୍ନ ବ୍ଲକରୁ କଂଗ୍ରେସ କର୍ମୀମାନେ ଏକଜୁଟ ହୋଇ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସମସ୍ୟାର ସମାଧାନ ନ ଦେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.