ETV Bharat / state

ଗାଡି ମେକାନିକଙ୍କ ନିଆରା ପ୍ରୟାସ: ନବୀନଙ୍କ ଅବିକଳ ସ୍ୱରରେ ଦେଉଛନ୍ତି ସଚେତନତାର ବାର୍ତ୍ତା

author img

By

Published : Apr 26, 2021, 4:54 PM IST

ବ୍ୟାପୁଛି ସଂକ୍ରମଣ । କୋରୋନା ସଚେତନତାର ବାର୍ତ୍ତା ବାଣ୍ଟିଲେ ଗାଡି ମେକାନିକ । ତାହା ପୁଣି ମୁଖ୍ୟମନ୍ତ୍ରୀ ନବୀନଙ୍କ ଅବିକଳ ସ୍ୱରରେ । ଅଧିକ ପଢନ୍ତୁ...

vehicle mechanic making aware on covid with his unique voice matching to cm naveen
ଗାଡି ମେକାନିକଙ୍କ ନିଆରା ପ୍ରୟାସ: ନବୀନଙ୍କ ଅବିକଳ ସ୍ୱରରେ ଦେଉଛନ୍ତି ସଚେତନତାର ବାର୍ତ୍ତା

ଭବାନୀପାଟଣା : ନକଲି ନବୀନଙ୍କ କୋରୋନା ସଚେତନ ଭିଡିଓ ଭାଇରାଲ । ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭବାନୀପାଟଣାର କୈଳାଶ ସାହୁ । ପେଶାରେ ସେ ଜଣେ ଗାଡି ମେକାନିକ । କିନ୍ତୁ ନିଶା ତାଙ୍କର ଅଭିନୟ ।

ତାଙ୍କ ଭାଷଣ ଅବିକଳ ନବୀନଙ୍କ ପରି । ଖଣ୍ତି ଓଡିଆରେ ଦେଇଛନ୍ତି କୋରୋନା ସଚେତନତାର ବାର୍ତ୍ତା । ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.